ମଙ୍ଗଳବାର ବ୍ରତ କରୁଥିଲେ ଭୁଲରେ ବି କରନ୍ତୁ ନାହିଁ ଏହିସବୁ କାର୍ଯ୍ୟ, ନହେଲେ…

0

ଶାସ୍ତ୍ର ଅନୁସାରେ ଭଗବାନ ହନୁମାନ ହେଉଛନ୍ତି ମହାଦେବ ଙ୍କ ର ୧୧ ତମ ରୁଦ୍ର ଅବତାର l ଏବଂ ସବୁଠୁ ଶକ୍ତିଶାଳୀ ଅଟନ୍ତି lମଙ୍ଗଳବାର ଦିନ ହନୁମାନ ଙ୍କର ବିଶେଷ ବ୍ରତ ରଖାଯାଇ ଥାଏ l କୁହାଯାଏ ଯେ ବିଧିବଧ ଭାବରେ ହନୁମାନ ଙ୍କ ବ୍ରତ ରଖିବା ଦ୍ୱାରା ଜୀବନ ରେ ସୁଖସମୃଦ୍ଧି ର ଆଗମନ ହୋଇଥାଏ l ଯେଉଁମାନେ ମଙ୍ଗଳବାର ଦିନ ବ୍ରତ ରଖୁଛନ୍ତି ସେମାନେ କିଛିଟା କଥାକୁ ନିହାତି ଧ୍ୟାନ ଦେବା ଜରୁରୀ l

ମଙ୍ଗଳବାର ଦିନ ବ୍ରତ ରେ କରନ୍ତୁ ନାହିଁ ଏହିସବୁ ଭୁଲ -:

୧) ମଙ୍ଗଳବାର ଦିନ ବ୍ରତ ରଖୁଥିଲେ କଦାପି ନଖ କାଟନ୍ତୁ ନାହିଁ , ଦାଢ଼ି କାଟନ୍ତୁ ନାହିଁ, କେଶ କାଟନ୍ତୁ ନାହିଁ l ଏଭଳି କରିବା ଦ୍ୱାରା ଧନ ଓ ବୁଦ୍ଧି ରେ କମି ଆସିଥାଏ l

୨) ମଙ୍ଗଳବାର ଦିନ ମାଂସ ମଦିରା ସେବନ କରିବା ଉଚିତ ନୁହେଁ l ଏଭଳି କରିବା ଦ୍ୱାରା ଜୀବନ ରେ ଅନେକ ସମସ୍ୟା ର ଉତ୍ପତି ହୋଇଥାଏ l

୩) ମଙ୍ଗଳବାର ଦିନ ଲୁହା ଜିନିଷ କିଣିବା ଅଶୁଭ ହୋଇଥାଏ l ଏହିଦିନ ଲୁହା ନିର୍ମିତ ବସ୍ତୁ କିଣିବା ଦ୍ୱାରା ଜୀବନ ରେ ଅନେକ ଝଡ଼ ଝଞ୍ଜା ଦେଖା ଯାଇଥାଏ l

୪) ମଙ୍ଗଳବାର ଦିନ କଦାପି କଳା ରଙ୍ଗର ପୋଷାକ ପିନ୍ଧିବା ଉଚ୍ଚିତ୍ ନୁହେଁ l ଏହାଦ୍ୱାରା ଶନି ପ୍ରଭାବିତ ହୋଇ ଥାଆନ୍ତି l

୫) ମଙ୍ଗଳବାର ଦିନ କଦାପି କାହାକୁ ଧାର ଦେବା ଉଚିତ ନୁହେଁ l ଏହାଦ୍ୱାରା ଧନ ହାନି ହୋଇଥାଏ l

Leave a comment