ଲେନିନ ହେଲେ ବିଜେଡିର ନୂତନ ମୁଖପାତ୍ର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜୁ ଜନତା ଦଳ ସଭାପତି ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜି ଡ଼ ଲେନିନ ମହାନ୍ତିଙ୍କୁ ବିଜୁ ଜନତା ଦଳର ମୁଖପାତ୍ର ଭାବେ ନିଯୁକ୍ତ କରିଛନ୍ତି । ବିଜୟ ନାୟକ ବିଜେଡି ରାଜ୍ୟ ସେକ୍ରେଟାରୀ ଏହି ସୂଚନା ଦେଇଛନ୍ତି ।

Leave a comment