ଶ୍ରୀମନ୍ଦିର ଓ ସାକ୍ଷୀଗୋପାଳ ମନ୍ଦିରର କ’ଣ ରହିଛି ସମ୍ପର୍କ; କାହିଁକି କୁହାଯାଏ ଯେ ଶ୍ରୀମନ୍ଦିର ଦର୍ଶନ ପରେ ସାକ୍ଷୀ ଗୋପାଳ ମନ୍ଦିର ନ ଗଲେ ଯାତ୍ରା ହୋଇଯାଏ ଅସମ୍ପୂର୍ଣ୍ଣ ?

0

ହିନ୍ଦୁ ଧର୍ମରେ ବହୁତ ମାନ୍ୟତା ଅଛି ,ଏଥିରୁ ଗୋଟେ ହେଲା ଦେବୀ ଦେବତାଙ୍କ ପୁଜା , ଦେବୀ ଦେବତାଙ୍କ ପୁଜା ପାଇଁ ଲୋକେ ମନ୍ଦିର ଯାଈଥାନ୍ତି , ଏହି କାରଣରୁ ହିନ୍ଦୁ ଧର୍ମରେ ବହୁତ ଅଧିକା ମହତ୍ତ୍ୱ ରଖିଥାଏ, ଭାରତରେ ବହୁତ ମନ୍ଦିର ଅଛି ,ଯାହାର ଲୋକପ୍ରିୟତା ଦେଶରେ ନୁହେଁ ବରଂ ବିଦେଶ ପର୍ଯ୍ୟନ୍ତ ଅଛି, ପୁରୀର ଜଗନ୍ନାଥଙ୍କ ବିଷୟରେ ଆପଣ ସମସ୍ତେ ଜାଣିଛନ୍ତି , କିନ୍ତୁ କେବଳ ୧୫ କିମି ଦୁରରେ ସ୍ଥିତ ସାକ୍ଷୀ ଗୋପାଳ ମନ୍ଦିର ହୋଇଛି, ଏହି ମନ୍ଦିର ଓଡିଶାର ପ୍ରସିଦ୍ଧ ଓ ଧାର୍ମିକ ସହର ପୁରୀର ପାଖରେ ଅଛି, ସାକ୍ଷୀ ଗୋପାଳର ଏଇ ମନ୍ଦିର ବହୁତ ପ୍ରସିଦ୍ଧ ଅଛି । ଏହି ମନ୍ଦିର ବିଷୟରେ କୁହାଯାଏ କି ଯେଉଁ ବି ବ୍ୟକ୍ତି ଜଗନ୍ନାହ ପୁରୀ ଯାତ୍ରା କରିବାପରେ ଏଠାରେ ଆସିକରି ସାକ୍ଷୀ ଗୋପାଳଙ୍କ ଦର୍ଶନ କରେ ନାହିଁ ତାଙ୍କ ମନୋକାମନା ଅଧୁରା ହୋଇଯାଏ, ବ୍ୟକ୍ତିଙ୍କ ଯାତ୍ରା ତେବେ ପୁରା ମାନାଯାଏ , ଯେବେ ସେ ଜଗନ୍ନାଥ ପୁରୀର ଦର୍ଶନ କରିବାପରେ ସାକ୍ଷୀ ଗୋପାଳଙ୍କ ଦର୍ଶନ କରିଥାଏ, ସାକ୍ଷୀ ଗୋପାଳ ଦର୍ଶନ କରିବା ପାଖରେ ଥିବା ଚନ୍ଦନ ସରୋବର ସ୍ନାନ କରାଯାଏ , ସାକ୍ଷୀ ଗୋପାଳ ମନ୍ଦିରରେ ନିର୍ମାଣ କଥା କୁହାଯାଏ କି ଏହା ବହୁତ ସୁନ୍ଦର ହୋଇଥାଏ, ମନ୍ଦିରର ସବୁ କାରୁକାର୍ଯ୍ୟ ବହୁତ ମନୋହର ହୋଇଥାଏ । ସାକ୍ଷୀଗୋପାଳ ନାମର ଅର୍ଥ ହେଉଛି ଶ୍ରୀକୃଷ୍ଣ ।

ଯେଉଁ ପ୍ରକାରରେ ସାକ୍ଷୀ ଗୋପାଳ ମନ୍ଦିର ଅଦ୍ଭୁତ ଅଟେ, ଏହି ପରି ଏହି କଥା ବହୁତ ରୋଚକ ଅଟେ, ପୌରାଣିକ କଥାଗୁଡୀକ ଅନୁସାର୍ ଏକ ଧନବାନ ବ୍ରାହ୍ମଣ ନିଜ ଜୀବନରେ ଅନ୍ତିମ ଚରଣରେ ଥିଲା , ସେ ତୀର୍ଥ ଯାତ୍ରା ପାଇଁ ବୃନ୍ଦାବନ ବାହାରିଗଲା, ତାଙ୍କର ସହ ରାସ୍ତାରେ ଏକ ଗରିବ ବ୍ରାହ୍ମଣଙ୍କ ପୁଅ ବି ଚାଲିବାକୁ ଲାଗିଲା ସେହି ସମୟରେ ଯାତ୍ରା ପାଦରେ କରାଯାଉଥିଲା, ଓ ଖାଇବା ପିଇବାର ବ୍ୟବସ୍ଥା ନିଜେ ହିଁ କରାଯାଊଥିଲା । ଗରିବ ବ୍ରାହ୍ମଣ ପୁଅ ବୟସ୍କ ଧନୀ ବ୍ରାହ୍ମଣ ବହୁତ ଦେଖାଶୁଣା କରିଲେ , ସେହି ପୁଅର ସେବାରେ ପ୍ରସନ୍ନ ହୋଇକରି ଧନୀ ବ୍ରାହ୍ମଣ ବୃନ୍ଦାବନର ଗୋପାଳ ମନ୍ଦିରରେ ନିଜ ଝିଅର ସଂମ୍ପର୍କ ସେ ପୁଅ ସହ୍ କରିଦେଲେ । ଧନୀ ବ୍ରାହ୍ମଣ ଫେରିଆସିକରି ଏହି କାମକୁ ପୁରା କରିବାକୁ ବଚନ ଦେଲେ, ଯେବେ ଦୁହେଁ ପୁରା ଯାତ୍ରା ପୁରା କରି ଫେରୁଥିଲେ , ତେବେ ସେହି ବ୍ରାହ୍ମଣ ପୁଅ ବୟସ୍କ ବ୍ରାହ୍ମଣ ଗୋପାଳଜୀଙ୍କ ସାମ୍ନାରେ କରାଯାଇଥିବା ବଚନ ବିଷୟରେ ମନେ ପକାଇଲେ , ଯେବେ ଧନୀ ବ୍ରାହ୍ମଣ ଏହି କଥା ନିଜ ଘରେ କହିଲେ ତେବେ ସେହି ସମୟରେ ବ୍ରାହ୍ମଣ ପୁଅର ବହୁତ ନିଦା ହୋଇଥିଲା ।

ଏଇ ନିନ୍ଦା ଓ ବଚନ ବିପକ୍ଷରେ ଦୁଃଖୀ ହୋଇକରି ପୁଅ ପଞ୍ଚାୟତରେ ଗଲା, ପଞ୍ଚାୟତରେ ପୁଅ ଏହି କଥାର ପ୍ରମାଣ ମାଗିଲା, ପଞ୍ଚାୟତରେ ସେ ପିଲାର୍ ବହୁତ୍ ମଜାକ୍ ଉଡାଗଲା, ନିଜ କଥାକୁ ସତ ପ୍ରମାଣିତ କରିବାପାଇଁ ପୁଅ ଆଉଥରେ ବୃନ୍ଦାବନ ପହଞ୍ଚିଗଲା, ପୁଅ ଗୋପାଳଜୀଙ୍କୁ ହାତ ଯୋଡିକରି ନିଜ ଦୁଃଖ ବିଷୟରେ କହିଲା ଓ କହିଲା ସାଥିରେ ଚାଳିକରି ପଞ୍ଚାୟତକୁ ସତ କୁହନ୍ତୁ । ସେହି ପିଲାର ବିଶ୍ୱାସ ଦେଖିକରି ଗୋପାଳ ଜୀ ବହୁତ ପ୍ରସନ୍ନ୍ ହୋଇଥିଲେ, ଓ ପୁଅର ସାକ୍ଷୀ ହେବାପାଇଁ ରାଜି ହୋଇଗଲେ , ଗୋପାଳଜୀ ପୁଅକୁ କହିଲେ କି ତୁମେ ଆଗେ ଆଗେ ଚାଳ ମୁଁ ତୁମ ପଛରେ ଆସୁଛି, ଓ ମୋର ଘୁଙ୍ଗୁରୁ ଶବ୍ଦ ପଛେ ପଛେ ଆସୁଥିବ, ତୁମେ ପଛକୁ ବୁଲିଦେଖିବନାହିଁ , ନହେଲେ ମୁଁ ସେଠାରେ ସ୍ଥିର୍ ହୋଇଯିବି, ପୁଅ କଥା ମାନିକରି ଚାଲିବାକୁ ଲାଗିଲା, ଚାଳୁ ଚାଳୁ ଯେବେ ସେ ଅଟ୍ଟକର ପାଖ ଗାଁ ପୁଲଅଳସାରେ ପହଞ୍ଚିଲା ତ ବାଲି ରାସ୍ତା ଆରମ୍ଭ ହୋଇଗଲା, ବାଲି ରାସ୍ତାରେ ଘୁଙ୍ଗୁରୁ ଆବାଜ୍ ଆସିବା ବନ୍ଦ ହୋଇଗଲା, ପୁଅ ପଛକୁ ବୁଲି ଦେଖିଲା କି ଗୋପାଳଜୀ ସେଠାରେ ଅଟକି ଯାଇଛନ୍ତି ।

ଭଗବାନଙ୍କୁ ସ୍ଥିର ହୋଇଥିବା ଦେଖି ଗରିବ ବ୍ରାହ୍ମଣ ପୁଅ ବହୁତ ଚିନ୍ତିତ ହୋଇଯାଇଥିଲା, ପୁଅର୍ ଚିନ୍ତା ଦେଖିକରି ଭଗବାନ କହିଲେ କି ତୁମେ ଚିନ୍ତା କରନି, ଓ ପଞ୍ଚାୟତକୁ ଏଠାକୁ ନେଇକରି ଆସ, ପୁଅ ଗଲା , ଓ ପଞ୍ଚାୟତରୁ ନେଇକଇ ସେଠାରେ ପହଞ୍ଚିଲା ଯେଉଁଠି ଗୋପାଳ ଠିଆହୋଇଥିଲେ, ପଞ୍ଚାୟତ ପହଞ୍ଚିବାପରେ ଗୋପାଳଜୀ ସବୁ କଥା ତାଙ୍କୁ କହିଲେ ଯିଏ ଗରିବ ବ୍ରାହ୍ମଣ ସେହି ପୁଅକୁ କହିଥିଲେ, ଏହି ସାକ୍ଷୀ ଦେବାପରେ ଗରିବ ପୁଅର ବିବାହ ସେହି ଧନୀ ବ୍ରାହ୍ମଣର ଝିଅ ସହ ସଂପନ୍ନ ହେଲା, ଓ ଗୋପାଳଜୀ ସେଠାରେ ଲିନ ହୋଇଗଲେ, ଓ ତାଙ୍କ ଜାଗାରେ ସାକ୍ଷୀ ଗୋପାଳ ମନ୍ଦିର ତିଆରି କରାଗଲା, ମନ୍ଦିରରେ ଏହି କଥାର ପ୍ରମାଣ ଅଛି କି ଯେଉଁ ଭକ୍ତ ଭଗବାନଙ୍କୁ ଭରସା ରଖନ୍ତି , ଭଗବାନ ତାଙ୍କୁ କେବେ ନିରାଶ କରନ୍ତି ନାହିଁ ।

Leave a comment