ଏହି ଅଭିନେତ୍ରୀ ଭାଇଙ୍କ ପ୍ରେମରେ ଇଲିଆନା

0

ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ ଇଲିଆନା ଡିକ୍ରୁଜ | ଏଥର ତାଙ୍କର କୌଣସି ବଡି ସେମିଙ୍ଗକୁ ନୁହେଁ ମାତ୍ର ଏଥର ତାଙ୍କ ଲଭ ଲାଇଫକୁ ନେଇ |

କଥାଟା ହେଉଛି, ୧୬ ଜୁଲାଇକୁ କ୍ୟାଟ୍ରିନା କୈଫ ନିଜର ଜନ୍ମଦିନ ମାଳଦ୍ଵୀପରେ ପାଳନ କରିଥିଲେ | ଏହି ସମୟରେ କ୍ୟାଟ୍ରିନାଙ୍କ ସ୍ୱାମୀ ବିକ୍କୀ କୌଶଲ ମଧ୍ୟ ସାମିଲ ହୋଇଥିଲେ | ଏଥିସହ ବିକ୍କୀଙ୍କ ଭାଇ ସନି କୌଶଲ ଓ ଶରବରି ୱାଗ ସାମିଲ ଥିଲେ | ଏହା ବ୍ୟତୀତ କ୍ୟାଟ୍ରିନାଙ୍କ ଭାଇ ସେବେଷ୍ଟିଆନ ମଧ୍ୟ ସାମିଲ ଥିଲେ | ତେବେ ତାଙ୍କ ସହ ଇଲିଆନା ମଧ୍ୟ ସାମିଲ ହୋଇଥିଲେ | ଇଲିଆନାଙ୍କ ସହ କ୍ୟାଟ୍ରିନାଙ୍କ ଭାଇ ବହୁ ସେଲ୍ଫି ନେଇଛନ୍ତି | ଯାହାର ଫଟୋ ବହୁ ଭାଇରଲ ହେବାରେ ଲାଗିଛି | ଫଟୋରୁ ଉଭୟଙ୍କ କେମେଷ୍ଟ୍ରି ଦେଖିବାକୁ ମିଳୁଛି |

Leave a comment