ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ ଆରମ୍ଭ

0

ଆଜି ମହାପ୍ରଭୁଙ୍କ ପବିତ୍ର ବାହୁଡା ଯାତ୍ରା । ନବଦିନାତ୍ମକ ଯାତ୍ରା ସାରି ଶ୍ରୀଗୁଣ୍ଡିଚାରୁ ବଡ ଦେଉଳକୁ ଫେରିବେ ମହାପ୍ରଭୁ । ଚକ୍ରରାଜ ସୁଦର୍ଶନଙ୍କ ପରେ ବଡଠାକୁର ବଳଭଦ୍ରଙ୍କ ପହଣ୍ଡି ସହ ଦେବୀ ସୁଭଦ୍ରାଙ୍କ ପହଣ୍ଡି ଆରମ୍ଭ ହୋଇଛି ।

ଦର୍ପଦଳନ ରଥରେ ପହଣ୍ଡିବିଜେ କରିବେ ଦେବୀ ସୁଭଦ୍ରା । ସେହିପରି ଦର୍ପଦଳନରେ ଶ୍ରୀସୁଦର୍ଶନଙ୍କର ଉପବେଶନ ନୀତିକାନ୍ତି ଶେଷ ହୋଇଛି । ଏକା ସାଙ୍ଗରେ ଆଗପଛ ହୋଇ ପହଣ୍ଡି ବିଜେ କରୁଛନ୍ତି ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ।

Leave a comment