ସ୍ତ୍ରୀର ଦିୱାନା ହୋଇଥାନ୍ତି ଏହି ୩ ଟି ନାମର ପୁରୁଷ

0

ସ୍ତ୍ରୀ ର ଦିୱାନା ହୋଇଥାନ୍ତି ଏହି ୩ ଟି ନାମ ର ପୁରୁଷ ମାନେ । ଜାଣିରଖନ୍ତୁ, ଏହା ମଧ୍ୟରେ ଆପଣ ନାହାନ୍ତି ତ? ବନ୍ଧୁଗଣ ଏହି ସଂସାର ରେ ସମସ୍ତ ସ୍ତ୍ରୀ ଏହା ଚାହିଁଥାନ୍ତି କି ସେମାନଙ୍କର ସ୍ବାମୀ ସେମାନଙ୍କୁ ବହୁତ ପ୍ରେମ କରନ୍ତୁ । ଯେଉଁ ଆଉ ମାନେ ଝିଅ ମାନଂକ ପାଇଁ ବହୁତ୍ କିଛି କରିଥାଏ ଏବଂ ସେମାନଙ୍କ ପାଇଁ ବହୁତ୍ ଚିନ୍ତିତ ହୋଇଥାନ୍ତି, ସେମାନଙ୍କ ପାଇଁ ବହୁତ୍ ବହୁତ୍ କିଛି ଭାବୁଥାଏ ଏବଂ ସେମାନଙ୍କ ବହୁତ୍ ଯତ୍ନ ନେଇଥାନ୍ତି ସେହିପରି ଆଉ ମାନେ ଝିଅ ମାନଂକୁ ବହୁତ୍ ପସନ୍ଦ ଆସିଥାନ୍ତି । ସବୁ ଝିଅ ଙ୍କ ଭାଗ୍ୟ ଏତେ ବି ଭଲ ହୋଇ ନଥାଏ କି ସେମାନଙ୍କୁ ବହୁତ୍ ପ୍ରେମ କରୁଥିବା ଏକ ସ୍ବାମୀ ମିଳିବ କିନ୍ତୁ ଆଉ କିଛି ଝିଅ ମାନଙ୍କ ଭାଗ୍ୟ ରେ ଏପରି କିଛି ପୁଅ ଥାନ୍ତି ଯେଉଁମାନେ ସେମାନଙ୍କ ଦିୱାନା ହୋଇଥାନ୍ତି ଏବଂ ଆଜି ଆମେ ଆପଣଙ୍କୁ ଏହିପରି ନାମ ଥିବା କିଛି ପୁରୁଷ ଙ୍କ ବିଷୟରେ କହିବୁ ଯେଉଁମାନେ କେବଳ ନିଜ ସ୍ତ୍ରୀ ର ଦିୱାନା ହୋଇଥାନ୍ତି ।

୧. ଯେଉଁ ପୁରୁଷ ମାନଙ୍କ ନାମ ଇଂରାଜୀ ଅକ୍ଷର K ରୁ ଆରମ୍ଭ ହୋଇ ଥାଏ, ସେହି ପୁରୁଷ ମାନେ ଦୁନିଆ ରେ ସବୁଠୁ ଅଧିକ ପ୍ରେମ ନିଜ ସ୍ତ୍ରୀ କୁ ହିଁ କରିଥାନ୍ତି । ଏହି ପୁରୁଷ ମାନେ ବିବାହ ପରେ ମଧ୍ୟ ନିଜ ସ୍ତ୍ରୀ ର ଆଗ ପଛରେ ବୁଲିଥାନ୍ତି । ଏହି ପୁରୁଷ ମାନେ ସେମାନଙ୍କ ଉପରେ ପୁରା ଫିଦା ହୋଇ ଯାଇଥାନ୍ତି । ଏହି ପୁରୁଷ ମାନେ ଟିକେ ଜିଦି ସ୍ଵଭାବ ର ହୋଇଥାନ୍ତି । ଏହି ପୁରୁଷ ମାନେ ନିଜ ସ୍ତ୍ରୀ କୁ ବହୁତ୍ ପ୍ରେମ କରିଥାନ୍ତି । ଯଦି ଆପଣଙ୍କ ଜୀବନ ରେ ଏହି ଅକ୍ଷର ରୁ ଆରମ୍ଭ ହେଉଥିବା କୌଣସି ଆଉ ଅଛି କିମ୍ବା ଆସେ ତାହେଲେ ଆପଣ ଚିନ୍ତା କରନ୍ତୁ ନାହିଁ ।

୨. ଯେଉଁ ବ୍ୟକ୍ତି ମାନଙ୍କ ନାମ ଇଂରାଜୀ ଅକ୍ଷର A ରୁ ଆରମ୍ଭ ହୋଇ ଥାଏ ସେହି ପୁରୁଷ ମାନେ ନିଜ ସ୍ତ୍ରୀ କୁ ବହୁତ୍ ପ୍ରେମ କରିଥାନ୍ତି ଏବଂ ସେମାନଙ୍କ ସହ ନିଜର ବହୁତ୍ ସମୟ ଅତିବାହିତ କରିବାକୁ ପସନ୍ଦ କରିଥାନ୍ତି । ଏମାନେ ସବୁ ସମୟ ରେ ସବୁ ପରିସ୍ଥିତି ରେ ନିଜ ସ୍ତ୍ରୀ ସହ ରହିଥାନ୍ତି । ଆପଣଙ୍କ ଜୀବନ ରେ ଏହି ଅକ୍ଷର ରୁ ଆରମ୍ଭ ହେଉଥିବା କୌଣସି ଆଉ ଅଛି କିମ୍ବା ଆସେ ତାହେଲେ ଆପଣ ଚିନ୍ତା କରନ୍ତୁ ନାହିଁ ।

୩. ଯେଉଁ ବ୍ୟକ୍ତି ମାନଙ୍କ ନାମ ଇଂରାଜୀ ଅକ୍ଷର R ରୁ ଆରମ୍ଭ ହୋଇ ଥାଏ ସେହି ପୁରୁଷ ମାନେ ନିଜ ସ୍ତ୍ରୀ କୁ ବହୁତ୍ ପ୍ରେମ କରିଥାନ୍ତି । ଏମାନେ ନିଜର ସ୍ତ୍ରୀ ର ସବୁ କଥା ଏମିତିକି ଛୋଟ ରୁ ଛୋଟ କଥା କୁ ଶୁଣି ଥାନ୍ତି । ଏହା ସହ ନିଜର ବହୁତ୍ ସମୟ ଅତିବାହିତ କରିବାକୁ ପସନ୍ଦ କରିଥାନ୍ତି । ଏମାନେ ସବୁବେଳେ ନିଜ ସ୍ତ୍ରୀ କୁ ଖୁସି କରିବାକୁ ଚେଷ୍ଟା କରିଥାନ୍ତି । ଆପଣଙ୍କ ଜୀବନ ରେ ଏହି ଅକ୍ଷର ରୁ ଆରମ୍ଭ ହେଉଥିବା କୌଣସି ଆଉ ଅଛି କିମ୍ବା ଆସେ ତାହେଲେ ଆପଣ ଚିନ୍ତା କରନ୍ତୁ ନାହିଁ ।

Leave a comment