ଗ୍ରୀଷ୍ମ ଋତୁରେ ଚିଲ୍ଡ ବିୟର କେତେ ଉପଯୋଗୀ ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ

0

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଯଦି ପ୍ରତିଦିନ ଗୋଟିଏ ଲେଖାଏଁ ବିୟର ସେବନ କରିବେ ତେବେ ଏହା ଶରୀର ପାଇଁ ଖୁବ ଲାଭ ଦାୟକ l ୨୦୨୧ ରେ ହୋଇଥିବା ଗୋଟିଏ ଗବେଷଣା ଅନୁସାରେ କୁହାଯାଇ ଥିଲା ୧ .୫ ବିୟର ସେବନ କରିବା ଦ୍ୱାରା ହାର୍ଟ ଆଟାକ ସମସ୍ୟା ଦୂର ହୋଇଥାଏ l ବିୟର ଯୁବକ ମାନଙ୍କର ପସନ୍ଦ ଯୋଗ୍ୟ ପାନୀୟ ଅଟେ l ବିଶେଷ ଭାବରେ ଗ୍ରୀଷ୍ମ ଋତୁରେ ଚିଲ୍ଡ ବିୟର ପିଇବାକୁ ସମସ୍ତେ ପ୍ରାୟ ପସନ୍ଦ କରି ଥାଆନ୍ତି l

ଚିଲ୍ଡ ବିୟର ସେବନ କରିବା ଶରୀର ପକ୍ଷରେ କେତେ ଉପଯୋଗୀ –

* ହେଲଦି ହାର୍ଟ -: ହାର୍ଟ କୁ ସୁସ୍ଥ ରଖିବାରେ ବିୟର ଖୁବ ଉପଯୋଗୀ ଅଟେ l ହୃଦ ଘାତରେ ଅତିକ୍ରମ କରିଥିବା ବ୍ୟକ୍ତି ପ୍ରତିଦିନ ୧ ଲିଟର ବିୟର ସେବନ କରିବେ ତେବେ ସେମାନଙ୍କ ହାର୍ଟ ସୁସ୍ଥ ରହିବ l

* ୱାଇନ ଠାରୁ ଅଧିକ ଉପଯୋଗୀ ଚିଲ୍ଡ ବିୟର -: ଆମେରିକା ଜର୍ଣ୍ଣାଲ ଅଫ ମେଡିକାଲ ସାଇନ୍ସ ରେ ଗୋଟିଏ ଗବେଷଣା ଅନୁସାରେ ୱାଇନ ତୁଳନାରେ ଚିଲ୍ଡ ବିୟର ରେ ଅଧିକ ମାତ୍ରାରେ ପ୍ରୋଟିନ ଓ ଭିଟାମିନ ରହିଥାଏ l ଏହା ଆଣ୍ଟି ଅକ୍ସୀଡାଂଟ ର ଗୋଟିଏ ଭଲ ସ୍ରୋତ ଅଟେ l ଅଧିକାଂଶ ରୋଗରୁ ରକ୍ଷା କରିବା ପାଇଁ ଚିଲ୍ଡ ବିୟର ଖୁବ ହିତକର l

* ମଧୁମେହ ର ବିପଦ କମ କରିଥାଏ -: ଅନ୍ୟ ଗୋଟିଏ ଗବେଷଣା ଅନୁସାରେ ଚିଲ୍ଡ ବିୟର ସେବନ ଟାଇପ 2 ମଧୁମେହ ପାଇଁ ଖୁବ ହିତକର l ଏହାର ସେବନ କିନ୍ତୁ ସୀମିତ ମାତ୍ରାରେ କରିବା ଆବଶ୍ୟକ l

* ହାଡ଼କୁ ମଜବୁତ କରେ ଚିଲ୍ଡ ବିୟର -: ବୋନ ହେଲ୍ଥ ପାଇଁ ମଧ୍ୟ ଚିଲ୍ଡ ବିୟର ଖୁବ ଲାଭ ଦାୟକ l କାରଣ ହାଡ଼କୁ ମଜବୁତ ରଖିବାରେ ସିଲିକନ ଆବଶ୍ୟକ ହୋଇଥାଏ ଓ ବିୟର ରେ ଏହା ଭଲ ମାତ୍ରାରେ ରହିଥାଏ l

* ସୁସ୍ଥ ଦାନ୍ତ ପାଇଁ ଚିଲ୍ଡ ବିୟର -: ଦାନ୍ତ କୁ ସୁସ୍ଥ ରଖିବା ଖୁବ ଆବଶ୍ୟକ l ତେଣୁ ନିୟମିତ ଭାବରେ ଚିଲ୍ଡ ବିୟର ସେବନ କରିବା ଦ୍ୱାରା ପାଟିର ବ୍ୟାକ୍ଟେରିଆ ନଷ୍ଟ ହୋଇଥାଏ l ଯଦି ଆପଣଙ୍କର ମୁଖ ଗହ୍ୱର ରେ ଓରାଲ ସମସ୍ୟା ଦେଖା ଯାଉଛି ତେବେ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଦାନ୍ତ ବ୍ରସ କରି ଚିଲ୍ଡ ବିୟରରେ କୁଳି କରନ୍ତୁ l ସମସ୍ତ ସମସ୍ୟା ଦୂର ହେବ l

* ଗ୍ରୀଷ୍ମ ପ୍ରବାହ ରୁ ଆରାମ ଦେଇଥାଏ -: ଗ୍ରୀଷ୍ମ ଋତୁରେ ଅତ୍ୟଧିକ ଗରମ ହେବା କାରଣରୁ ଶରୀର ବିବ୍ରତ ଲାଗି ଥାଏ l ପେଟ ମଧ୍ୟ ଗରମ ହୋଇଯାଏ ଓ ବିଭିନ୍ନ ପେଟ ଜନିତ ସମସ୍ୟା ଦେଖା ଦେଇଥାଏ l ତେଣୁ ଗ୍ରୀଷ୍ମ ଋତୁରେ ଚିଲ୍ଡ ବିୟର ସେବନ କରିବା ଦ୍ୱାରା ଶରୀର ଭିତରୁ ଶୀତଳ ରହିଥାଏ ଓ ପେଟ ସମସ୍ୟା ଦୂର ହୋଇଥାଏ l

Leave a comment