ସିମ୍ କାର୍ଡ ଜାଲିଆତି: ୩ ଅଭିଯୁକ୍ତ ୫ ଦିନିଆ ରିମାଣ୍ଡରେ

0

କଟକ (ଓଡ଼ିଶା ଫାଷ୍ଟ ବ୍ୟୁରୋ): କ୍ରାଇମବ୍ରାଞ୍ଚ ୧୯୬୪୧ ପ୍ରିଆକଟିଭେଟ୍ ସିମ୍ କାର୍ଡ ଜବତ ସହ ୩ ଜଣକୁ ଗିରଫ କରିଥିଲା । ତେବେ ଜାଲିଆତି ସମ୍ପର୍କରେ ଜେରା କରିବା ପାଇଁ ୫ ଦିନିଆ ରିମାଣ୍ଡରେ ୩ ଅଭିଯୁକ୍ତକୁ ଆଣିଛି କ୍ରାଇମବ୍ରାଞ୍ଚ ।

Leave a comment