ଆସନ୍ତାକାଲି ଇଦ୍‌: କଟକ ଅଞ୍ଜୁମାନ ଇସଲାମିଆ ପକ୍ଷରୁ ଘୋଷଣା

0

କଟକ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆସନ୍ତାକାଲି ସାରା ରାଜ୍ୟରେ ପାଳିତ ହେବ ଇଦ୍। କଟକ ଅଞ୍ଜୁମାନ ଇସଲାମିଆ ପକ୍ଷରୁ ଘୋଷଣା କରାଯାଇଛି। ଗତକାଲି ସନ୍ଧ୍ୟାରେ ଅଞ୍ଜୁମାନ ଇସଲାମିଆରେ ବସିଥିଲା ଚାନ୍ଦ କମିଟି।

ଓଡ଼ିଶାରେ କୌଣସି ସ୍ଥାନରେ ଚାନ୍ଦ ଦେଖିବାକୁ ମିଳିନାହିଁ। ତେଣୁ ଆଜି ମଧ୍ୟ ଉପବାସ ରକିବେ ମୁସଲିମ ଭାଇ ଭଉଣୀ। ଆସନ୍ତାକାଲି ପାଳିବେ ଇଦୁଲଫିତର।

Leave a comment