ମିସ୍‌ ଇଣ୍ଡିଆ ପ୍ଲାନେଟ୍‌ ପ୍ରତିଯୋଗିତା: ଓଡ଼ିଆ ଝିଅ ସେକେଣ୍ଡ ରନର ଅପ୍

0

ନୂଆଦିଲ୍ଲୀ : ଦିଲ୍ଲୀରେ ଆୟୋଜିତ ମିସ୍ ଇଣ୍ଡିଆ ପ୍ଲାନେଟ୍ ପ୍ରତିଯୋଗିତାରେ ସେକେଣ୍ଡ ରନର ଅପ୍ ମୁକୁଟ ପିନ୍ଧିଲେ ଅଦିତି ମହାପାତ୍ର ।

ଓଡ଼ିଶାର ଏକମାତ୍ର ପ୍ରତିଯୋଗୀ ଭାବେ ଅଂଶଗ୍ରହଣ କରିଥିଲେ ଅଦିତି । ପୁରା ଦେଶରୁ ୧ ହଜାରରୁ ଉର୍ଦ୍ଧ୍ୱ ଝିଅ ସାମିଲ ହୋଇଥିଲେ । ଅଦିତି ଏହା ପୂର୍ବରୁ ମିସ୍ ଓଡିଶା, ODISHA’S NEXT TOP MODEL, ଓ ମିସ୍ ସମ୍ବଲପୁର ଟାଇଟଲ ହାସଲ କରି ସାରଛନ୍ତି । ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ଦିଲ୍ଲୀ ବ୍ୟୁରେ ହେଡ୍ ଆଶୁତୋଷ ରାଉତ ।

Leave a comment