ଭୁବନେଶ୍ୱର କେଉଁ ୱାର୍ଡରୁ କେଉଁ ପ୍ରାର୍ଥୀ ହେଲେ କର୍ପୋରେଟର ପଢ଼ନ୍ତୁ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ବିଜେଡି ପ୍ରାର୍ଥୀ ସୁଲୋଚନା ଦାସ ମେୟର ପଦ ପାଇଥିବା ବେଳେ ଅଧିକାଂଶ ଓ୍ୱାର୍ଡରେ ଏହାର ପ୍ରାର୍ଥୀମାନେ କର୍ପୋରଟର ଭାବେ ବିଜୟ ଲାଭ କରିଛନ୍ତି ।
ଭୁବନେଶ୍ୱରର କେଉଁ ଓ୍ୱାର୍ଡରୁ କେଉଁ ପ୍ରାର୍ଥୀ ଜିତିଛନ୍ତି ଜାଣନ୍ତୁ:
ୱାର୍ଡ ୧- ବିଜେଡି: ମିହିର କୁମାର ରାଉତ
ୱାର୍ଡ ୨- ବିଜେଡି: ମୋନାଲିସା ବେହେରା
ୱାର୍ଡ ୩- ବିଜେପି: ଲକ୍ଷ୍ମୀ ପ୍ରିୟା ପରିଡା।
ୱାର୍ଡ ୪- ବିଜେପି: ସୁକୁମାର ସାହୁ
ୱାର୍ଡ ୫- ବିଜେଡି: ମିନୁଶ୍ରୀ ଖୁଣ୍ଟିଆ
ୱାର୍ଡ ୬- ବିଜେଡି: ପ୍ରୀତିନନ୍ଦା ରାଉତରାୟ
ୱାର୍ଡ ୭- ବିଜେପି: ଜସୋଧରା ପ୍ରଧାନ
ୱାର୍ଡ ୮- ବିଜେଡି: ଲାଲ ମୋହନ ଟୁଡୁ
ୱାର୍ଡ ୯- ସ୍ୱାଧୀନ: ସସ୍ମିତା ସାହୁ।
ୱାର୍ଡ ୧୦- ବିଜେଡି: ସେକ ନୁର ହାସନ।
ୱାର୍ଡ ୧୧- ବିଜେଡି: ପ୍ରଭାସିନୀ ମହାନ୍ତି।
ୱାର୍ଡ ୧୨- ବିଜେଡି: ଜୟନ୍ତୀ ସାହୁ
ୱାର୍ଡ ୧୩- ସ୍ୱାଧୀନ: ଇତିଶ୍ରୀ ଦାସ
ୱାର୍ଡ ୧୪- ବିଜେଡି: ମନୋଳିସା ସାହୁ।
ୱାର୍ଡ ୧୫- ସ୍ୱାଧୀନ: ପିଙ୍କି ସ୍ୱାଇଁ
ୱାର୍ଡ ୧୬- ବିଜେଡି: ଅଚ୍ୟୁତାନନ୍ଦ ସ୍ୱାଇଁ।
ୱାର୍ଡ ୧୭- ବିଜେଡି: ପୂଜା ମହାରଣା।
ୱାର୍ଡ ୧୮- ବିଜେଡି: ବିଲ୍ପବ ବେହେରା।
ୱାର୍ଡ ୧୯- ବିଜେଡି: ସ୍ମୃତି ଶିଖା ବରିସଲ
ୱାର୍ଡ ୨୦- ବିଜେଡି: ପ୍ରେମାନନ୍ଦ ଜେନା
ୱାର୍ଡ ୨୧- ବିଜେଡି: ପୂଜା ବେହେରା
ୱାର୍ଡ ୨୨- ବିଜେଡି: ମଞ୍ଜୁଳାତା କଂର।
ୱାର୍ଡ ୨୩- ବିଜେଡି: କିରଣ ଵାଲା ମାଝି
ୱାର୍ଡ ୨୪- ସ୍ୱାଧୀନ: ଦୀପକ ମିଶ୍ର
ୱାର୍ଡ ୨୫- ବିଜେଡି: ମାନସୀ ରାଣୀ ସୁନ୍ଦରାୟ।
ୱାର୍ଡ ୨୬ ବିଜେଡି: ଭାରତୀ ସିଂ
ୱାର୍ଡ ୨୭- ବିଜେଡି: ଶୁଭ୍ରଅସୁ ପଟ୍ଟନାୟକ
ୱାର୍ଡ ୨୮- ବିଜେଡି: ଝରଣା ରାଣୀ ପତି।
ୱାର୍ଡ ୨୯- ବିଜେପି: ଅପରୁପ ନାରାୟଣ ରାଉତ
ୱାର୍ଡ ୩୦- ବିଜେଡି: ରାଜକିଶୋର ଦାସ।
ୱାର୍ଡ ୩୧- ବିଜେଡି: ରାଜା ମହାପାତ୍ର।
ୱାର୍ଡ ୩୨- ବିଜେଡି: ଶ୍ରୀଧର ଜେନା।
ୱାର୍ଡ ୩୩- ବିଜେପି: ଧରିତ୍ରୀ ଜେନା
ୱାର୍ଡ ୩୪- ବିଜେଡି: ପୁଷ୍ପାଞ୍ଜଳି ସେଠୀ।
ୱାର୍ଡ ୩୫- ବିଜେଡି: ରଞ୍ଜୁଲତା ରାୟ
ୱାର୍ଡ ୩୬- ବିଜେଡି: ଅଲ୍ଲିଆଳି ମାଲିକ
ୱାର୍ଡ ୩୭- ସ୍ୱାଧୀନ: ବନ୍ଦିତା ପାଲ
ୱାର୍ଡ ୩୮- ବିଜେଡି: ପଦ୍ମଜା ପ୍ରିୟଦର୍ଶୀ ଜେନା
ୱାର୍ଡ ୩୯- ବିଜେପି: ଗୀତାଞ୍ଜଳି ସାହୁ।
ୱାର୍ଡ ୪୦- ବିଜେଡି: ଆସିୟା ବେଗମ
ୱାର୍ଡ ୪୧- ବିଜେଡି: କବିତା ସ୍ୱାଇଁ
ୱାର୍ଡ ୪୨- ବିଜେଡି: ଆଶିଷ କୁମାର ପଟ୍ଟନାୟକ।
ୱାର୍ଡ ୪୩- ବିଜେଡି: ଭରତ କୁମାର ଲେଙ୍କା।
ୱାର୍ଡ ୪୪- ବିଜେଡି: ଅଜିତ ବେହେରା
ୱାର୍ଡ ୪୫- ବିଜେଡି: ଅମରେଶ ଜେନା
ୱାର୍ଡ ୪୬- ସ୍ୱାଧୀନ: ପୁଷ୍ପିତା ରାଉତ
ୱାର୍ଡ ୪୭- ବିଜେଡି: ସମିତା ମହାନ୍ତି
ୱାର୍ଡ ୪୮- ବିଜେପି: ସୁଚିତ୍ରା ପାତ୍ର
ୱାର୍ଡ ୪୯- ବିଜେଡି: ପୁଷ୍ପିତା ସୁନ୍ଦରାୟ
ୱାର୍ଡ ୫୦- ବିଜେପି: ରାମଚନ୍ଦ୍ର ରଣସିଂହ
ୱାର୍ଡ ୫୧- ବିଜେଡି: ବିନୟନି ଜେନା
ୱାର୍ଡ ୫୨- ବିଜେଡି: ଶ୍ରୀଧର ବେହେରା
ୱାର୍ଡ ୫୩- ବିଜେଡି: ମହାମାୟା ସ୍ୱାଇଁ
ୱାର୍ଡ ୫୪- ବିଜେଡି: ଶିବ ପ୍ରସାଦ ବେହେରା
ୱାର୍ଡ୫୫- ବିଜେଡି: ନୃପେସ ନାୟକ।
ୱାର୍ଡ ୫୬- ବିଜେଡି: କେ ଶାନ୍ତି।
ୱାର୍ଡ ୫୭- ବିଜେଡି: ସନ୍ତୋଷ କୁମାର ସିଂ
ୱାର୍ଡ ୫୮- ସ୍ୱାଧୀନ: ନମିତା ମହାପାତ୍ର
ୱାର୍ଡ ୫୯- ବିଜେଡି: ବିରଞ୍ଜିନରାୟଣ ମହାସୁପକାର
ୱାର୍ଡ ୬୦- ସ୍ୱାଧୀନ: ଚନ୍ଦ୍ର ଶେଖର ମାଲ୍ୟା।
ୱାର୍ଡ ୬୧- ବିଜେଡି: ଶିବପ୍ରସାଦ ରାୟ
ୱାର୍ଡ ୬୨- ବିଜେଡି: ଚାରୂଲତା ସାମନ୍ତରାୟ
ୱାର୍ଡ ୬୩- ବିଜେପି: ସୁଜାତା ଛୋଟରାୟ।
ୱାର୍ଡ ୬୪- ବିଜେଡି: ସକିବା ମୂଷାରପ
ୱାର୍ଡ ୬୫- ସ୍ୱାଧୀନ: ରଶ୍ମି ରେଖା ପାଟଶାଣୀ।
ୱାର୍ଡ ୬୬- ବିଜେଡି: ଛବି ଦାସ।
ୱାର୍ଡ ୬୭- ବିଜେପି: ମଧୁସ୍ମିତା ପ୍ରଧାନ ବିଜୟ