କାହା ହାତରେ କେତେ ପୌର ଆସନ ଜଣାନ୍ତୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ଫଳାଫଳ ପରି ପୌର ନିର୍ବାଚନରେ ବିଜେଡି ନିଜ ଦଳର ଲୋକପ୍ରିୟତାକୁ ପ୍ରମାଣିତ କରିଦେଖାଇଛି । ବିପୁଳ ପରିମାଣ ଭୋଟ ବିଜେଡି ଖାତାକୁ ଯିବା ସହ ତିନି ମହନଗର ର ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁର ମେୟର ପଦ ଅକ୍ତିଆର କରିଛି । ୧୦୫ ପୌର ଅଧ୍ୟକ୍ଷ ଆସନର ଗଣତି ହୋଇଥିବା ବେଳେ ୭୩ଟି ଆସନରେ ବିଜେଡି ବିଜୟୀ ହୋଇଥିବା ବେଳେ, ୧୬ଟି ଆସନରେ ବିଜେପି, ୭ଟି ଆସନରେ କଂଗ୍ରେସ ଓ ୯ଟି ଆସନରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ତେବେ କେଉଁ ଆସନରେ କିଏ ଜିତିଛି ତାହା ଉପରେ ଥରେ ନଜର ପକାନ୍ତୁ ।

* ଖୋର୍ଦ୍ଧା
ଖୋର୍ଦ୍ଧା ପୌରପାଳିକା : ବିଜେଡି ( କନକ ଲକ୍ଷ୍ମୀ ମହାନ୍ତି)
ଜଟଣୀ ପୌରପରିଷଦ : ବିଜେଡି (ଅନନ୍ତ ବେହେରା)
ବାଲୁଗାଁ ଏନଏସି: ବିଜେଡି (ସୁକାନ୍ତି ପାଇକରାୟ)
ବାଣପୁର ଏନଏସି : ବିଜେଡି (ମିଟୁ ନାୟକ)

* କଟକ
ଆଠଗଡ ଏନଏସି : ବିଜେଡି (ସସ୍ମିତା ରାଉତ)
ବାଙ୍କୀ ଏନଏସି : ବିଜେଡି (ମାଣିକ ସାହୁ)
ଚୌଦ୍ୱାର ପୌରପାଳିକା : ବିଜେଡି (ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ)

* ପୁରୀ
କୋଣାର୍କ ଏନଏସି : ବିଜେଡି (ସଂଯୁକ୍ତା ତ୍ରିପାଠୀ)
ନିମାପଡା ଏନଏସି : ବିଜେଡି (ସସ୍ମିତା ସାହୁ)
ପିପିଲି ଏନଏସି : ବିଜେଡି (ସେକ୍ ବାବୁ)

* ଅନୁଗୁଳ
ଅନୁଗୁଳ ପୌରପାଳିକା : ବିଜେଡି (ଅକ୍ଷୟ ସାମନ୍ତ)
ତାଳଚେର ପୌରପାଳିକା : ବିଜେଡି (ପବିତ୍ର ଭୁତିଆ)
ଆଠମଲ୍ଲିକ ଏନଏସି : ବିଜେଡି (ଆଶା କୁମାରୀ ସାହୁ)

* ସମ୍ବଲପୁର
ରେଢାଖୋଲ ଏନଏସି : ବିଜେପି (ଶିବରାମ ସାହୁ)
କୁଚିଣ୍ଡା ଏନଏସି : ବିଜେଡି ( ପ୍ରଦ୍ୟୁତ କୁମାର ମହାନ୍ତି)

* ସୁବର୍ଣ୍ଣପୁର
ବିନିକା ଏନଏସି : ବିଜେଡି ( ସୁବାସ ଭୋଇ)
ତରଭା ଏନଏସି : ବିଜେଡି (ବନ୍ଦିତା ନାୟକ)
ସୋନପୁର ପୌରପାଳିକା : ବିଜେଡି (ତମସା ତମସ୍ମିତା ନାୟକ)

* ସୁନ୍ଦରଗଡ
ସୁନ୍ଦରଗଡ ପୌରପାଳିକା : ବିଜେପି (ତନୟା ମିଶ୍ର)
ବୀରମିତ୍ରପୁର ପୌରପାଳିକା : ବିଜେଡି (ସନ୍ଦୀପ ମିଶ୍ର)
ରାଜଗାଙ୍ଗପୁର ପୌରପାଳିକା : ବିଜେଡି (ମାଧୁରୀ ଲୁଗୁନ)

* ବଲାଙ୍ଗୀର
ବଲାଙ୍ଗୀର ପୌରପାଳିକା : ବିଜେଡି (ଲିକା ସାହୁ)
ଟିଟିଲାଗଡ ପୌରପାଳିକା : ବିଜେପି ( ମମତା ଦେବୀ ଜୈନ)
କଣ୍ଟାବାଞ୍ଝି ଏନଏସି : କଂଗ୍ରେସ ( ବରିୟାମ ସିଂ ସାଲୁଜା)
ପାଟଣାଗଡ ଏନଏସି : ବିଜେଡି ( ମାନସୀ ବିଶ୍ୱାଲ)
ତୁଷୁରା ଏନଏସି : ବିଜେଡି (ଅଜୟ ଜୟସ୍ୱାଲ)

* ବରଗଡ
ବରଗଡ ପୌରପାଳିକା : ବିଜେଡି ( କଳ୍ପନା ମାଝୀ)
ପଦ୍ମପୁର ଏନଏସି : ବିଜେଡି (ସାବିତ୍ରୀ ବାଗ)
ବରପାଲି ଏନଏସି : ସ୍ୱାଧୀନ ପ୍ରାର୍ଥୀ ( ଦୀନେଶ ଗହିର)
ବିଜେପୁର ଏନଏସି : ବିଜେଡି (ସୀତା ବାରିକ)

* ଝାରସୁଗୁଡା
ବେଲପାହାଡ ପୌରପାଳିକା : କଂଗ୍ରେସ ( ନିମାଇଁ ଚରଣ ପଣ୍ଡା)
ବ୍ରଜରାଜନଗର ପୌରପାଳିକା : ବିଜେଡି (ଯାଜ୍ଞସେନୀ ଓରାମ)
ଝାରସୁଗୁଡା ପୌରପାଳିକା : ବିଜେଡି (ରାଣୀ ହାତୀ)

* ଦେବଗଡ
ଦେବଗଡ ପୌରପରିଷଦ : ବିଜେଡି (ଶାନ୍ତିମଞ୍ଜରୀ ଦେଈ)

* ବାଲେଶ୍ୱର
ବାଲେଶ୍ୱର ପୌରପାଳିକା : ବିଜେଡି (ସବିତା ସାହୁ)
ଜଳେଶ୍ୱର ପୌରପାଳିକା : ବିଜେଡି ( ପ୍ରତିପ କୁମାର ପ୍ରଧାନ)
ସୋର ଏନଏସି : ବିଜେପି (ମାଧବ ଧଡା)
ନୀଳଗିରି ଏନଏସି : ବିଜେଡି (ଅମ୍ବିକା ଦାସ)
ରେମୁଣା ଏନଏସି : ବିଜେଡି (ତନୁଜା ଗିରି)

* ଭଦ୍ରକ
ପୌରପାଳିକା : ସ୍ୱାଧୀନ (ଗୁଲମୁକି ଦଲାୱାଜି)
ବାସୁଦେବପୁର ପୌରପାଳିକା : ବିଜେଡି ( ନିବେଦିତା ବେହେରା)
ଚାନ୍ଦବାଲି ଏନଏସି : ବିଜେଡି (ଶାନ୍ତି ସେଠୀ)
ଧାମନଗର ଏନଏସି

* ବୌଦ୍ଧ
ବୌଦ୍ଧଗଡ ଏନଏସି : ବିଜେଡି (ମୃତ୍ୟୁଞ୍ଜୟ ମିଶ୍ର)
 
* ଢେଙ୍କାନାଳ
ଭୁବନ ଏନଏସି : ବିଜେଡି (ଶୁଭେନ୍ଦୁ ସାହୁ)
କାମାକ୍ଷାନଗର ଏନଏସି : ବିଜେଡି (ଧର୍ମାନନ୍ଦ ପରିଡା)
ଢେଙ୍କାନାଳ ପୌରପାଳିକା : ବିଜେପି (ଜୟନ୍ତୀ ପାତ୍ର)

* ଗଜପତି
ପାରଳାଖେମୁଣ୍ଡି ପୌରପାଳିକା : ବିଜେଡି (ନିର୍ମଳା ସେଠୀ)
କାଶୀନଗର ଏନଏସି : ବିଜେଡି (କେ.ସୁଧାରାଣୀ)
* ଗଞ୍ଜାମ
ଖଲ୍ଲିକୋଟ ଏନଏସି : ବିଜେଡି (ନିରଞ୍ଜନ ବେହେରା)
କୋଦଳା ଏନଏସି : ବିଜେପି (ସୂର୍ଯ୍ୟନାରାୟଣ ନାୟକ)
ଛତ୍ରପୁର ଏନଏସି : ବିଜେପି (ଶର୍ମିଷ୍ଠା ପ୍ରଧାନ)
ଗଞ୍ଜାମ ଏନଏସି : ସ୍ୱାଧୀନ ( ପ୍ରତିଭା ପାଢୀ)
ଭଞ୍ଜନଗର ଏନଏସି : ବିଜେଡି (ଗୋପବନ୍ଧୁ ମହାପାତ୍ର)
ସୋରଡା ଏନଏସି : ବିଜେଡି (ଶିବଶଙ୍କର ପଣ୍ଡା)
ପୋଲସରା ଏନଏସି : ବିଜେଡି (ସଙ୍ଗୀତା ବେହେରା)
ପୁରୁଷତ୍ତୋମପୁର ଏନଏସି : ସ୍ୱାଧୀନ (ପ୍ରିୟଙ୍କା ଗୌଡ)
କବିସୂର୍ଯ୍ୟନଗର ଏନଏସି : ବିଜେଡି (ଏସ. ଲକ୍ଷ୍ମୀ ସେଠୀ)
ବୁଗୁଡା ଏନଏସି : ବିଜେଡି ( ଚିତ୍ରସେନ ପ୍ରଧାନ)
ଆସ୍କା ଏନଏସି : ବିଜେଡି (ବିନିତା ସ୍ୱାଇଁ)
ଗୋପାଳପୁର ଏନଏସି : ବିଜେଡି (ଏ. ଜାନକୀ ରାମ)
ଦିଗପହଣ୍ଡି ଏନଏସି : କଂଗ୍ରେସ (ପ୍ରଫୁଲ୍ଲ ପଣ୍ଡା)
ହିଞ୍ଜିଳିକାଟୁ ପୌରପାଳିକା : ବିଜେଡି (ସୁବାଷ ଚନ୍ଦ୍ର ପଲେଇ)
ବେଲଗୁଣ୍ଠା ଏନଏସି : ବିଜେଡି (ଫିରୋଜ କୁମାର ସେଠୀ)
ରମ୍ଭା ଏନଏସି : ବିଜେପି ( ମାନସୀ ସ୍ୱାଇଁ)
ଚିକିଟି : ବିଜେଡି (ଦୀପା ସାହୁ)

* ଜଗତସିଂହପୁର
ଜଗତସିଂହପୁର ପୌରପାଳିକା : କଂଗ୍ରେସ ( ଅର୍ଚ୍ଚନା ସିଂ)
ପାରାଦୀପ ପୌରପାଳିକା : ବିଜେଡି (ବସନ୍ତ ବିଶ୍ୱାଳ)

* ଯାଜପୁର
ଯାଜପୁର ପୌରପାଳିକା (ବିଜେଡି – ରଞ୍ଜୁଲତା ହୋତା)
ବ୍ୟାସନଗର ପୌରପାଳିକା (ବିଜେଡି – ସଙ୍ଗୀତା ପିଙ୍ଗୁଆ)

* କଳାହାଣ୍ଡି
ଭବାନୀପାଟଣା ପୌରପାଳିକା : ବିଜେଡି (ସଂଯୁକ୍ତା ବେହେରା)
ଜୁନାଗଡ ଏନଏସି : ବିଜେପି (ମୁକେଶ କୁମାର ଅଗ୍ରୱାଲ)
ଧର୍ମଗଡ ଏନଏସି : ବିଜେପି (ଅଶୋକ ମହାନ୍ତି)
କେସିଙ୍ଗା ଏନଏସି : ବିଜେଡି (ନୃପରାଜ ଯାଦବ)

* କେନ୍ଦ୍ରାପଡା
କେନ୍ଦ୍ରାପଡା ପୌରପାଳିକା (ବିଜେଡି –ସରିତା ସାହୁ)
ପଟ୍ଟାମୁଣ୍ଡାଇ ପୌରପାଳିକା (ବିଜେଡି –ହେମନ୍ତ ସାହୁ)

* କେନ୍ଦୁଝର
କେନ୍ଦୁଝର ପୌରପାଳିକା : ବିଜେପି (ନିକୁ ସାହୁ)
ଯୋଡା ପୌରପାଳିକା : ବିଜେଡି ( ଡ. ଜଗଦୀଶ ପ୍ରସାଦ ସାହୁ)
ବଡବିଲ ପୌରପାଳିକା : ବିଜେଡି (ଲକ୍ଷ୍ମଣ ମହାନ୍ତ)
ଆନନ୍ଦପୁର ପୌରପାଳିକା : ବିଜେଡି (ରଜନୀରାଣୀ ଖଟୁଆ)
ଚମ୍ପୁଆ ଏନଏସି : ବିଜେଡି (ଗିରିଜା ଶଙ୍କର ସାହୁ)
 
* କୋରାପୁଟ
ଜୟପୁର ପୌରପାଳିକା : କଂଗ୍ରେସ ( ନରେନ୍ଦ୍ର କୁମାର ମହାନ୍ତି)
କୋରାପୁଟ ପୌରପାଳିକା : ବିଜେଡି (ଲଲାଟ ରଞ୍ଜନ ସେଠୀ)
କୋଟପାଟ ଏନଏସି : କଂଗ୍ରେସ ( ଏସ ଶଙ୍କର ରାଓ)
ସୁନାବେଡା ପୌରପାଳିକା : ସ୍ୱାଧୀନ ( ରାଜେନ୍ଦ୍ର ପାତ୍ର)

* ମାଲକାନଗିରି
ବାଲିମେଳା ଏନଏସି : ବିଜେପି (ପ୍ରଦୀପ କୁମାର ନାୟକ)
ମାଲକାନଗିରି ପୌରପାଳିକା : ବିଜେଡି (ମନୋଜ ବାରିକ)

* ମୟୁରଭଞ୍ଜ
ବାରିପଦା ପୌରପାଳିକା : ବିଜେଡି (କୃଷ୍ଣାନନ୍ଦ ମହାନ୍ତି)
କରଞ୍ଜିଆ ଏନଏସି : ବିଜେଡି (ପପି ପୃଷ୍ଟି)
ରାଇରଙ୍ଗପୁର ପୌରପାଳିକା : ବିଜେଡି ( ଅଭିଷେକ ପଟ୍ଟନାୟକ)
ଉଦଳା ଏନଏସି : ବିଜେପି ( ପ୍ରମିଳା ପଣ୍ଡା)

* ନୟାଗଡ
ଖଣ୍ଡପଡା ଏନଏସି : ସ୍ୱାଧୀନ (ଆରତୀ ପ୍ରଧାନ)
ରଣପୁର ଏନଏସି : ବିଜେଡି (ରଙ୍ଗୀନ ମହାନ୍ତି)
ଦଶପଲ୍ଲା ଏନଏସି : ସ୍ୱାଧୀନ (ପୁନମ ପ୍ରିୟଦର୍ଶିନୀ)
ନୟାଗଡ ପୌରପାଳିକା : ବିଜେଡି (ନିରୁପମା ଖଟେଇ)

* ନବରଙ୍ଗପୁର
ଉମରକୋଟ ପୌରପାଳିକା : ବିଜେଡି (ରାଧା ଭଦ୍ରା)
ନବରଙ୍ଗପୁର ପୌରପାଳିକା : ବିଜେପି (କୁନୁ ନାୟକ)

* ନୂଆପଡା
ନୂଆପଡା ଏନଏସି : ସ୍ୱାଧୀନ ପ୍ରାର୍ଥୀ ( ରୂପେ ମହମ୍ମଦ ଆଦମ)
ଖରିଆର ଏନଏସି : କଂଗ୍ରେସ ( ଉଜ୍ଜଳ ଗୁପ୍ତା)
ଖରିଆର୍ ରୋଡ୍ ଏନଏସି : ବିଜେପି (ସୋନିଆ ଜୈନ)

* କନ୍ଧମାଳ
ଜି ଉଦୟଗିରି ଏନଏସି : ବିଜେଡି (ଭାନୁପ୍ରଭା ମିଶ୍ର)
ବାଲିଗୁଡା ଏନଏସି : ବିଜେଡି (ଗୋବିନ୍ଦ ପ୍ରଧାନ)
ଫୁଲବାଣୀ ପୌରପାଳିକା : ବିଜେପି (ସ୍ମିତାରାଣୀ ମହାନ୍ତି)

* ରାୟଗଡା
ରାୟଗଡା ପୌରପାଳିକା : ବିଜେଡି (ପି ମହେଶ ପଟ୍ଟନାୟକ)
ଗୁଡାରି ଏନଏସି : ବିଜେଡି (ଶର୍ମିଷ୍ଠା ଶବର)
ଗୁଣୁପୁର ପୌରପାଳିକା : ସ୍ୱାଧୀନ (ମମତା ଗୌଡ)

Leave a comment