ଶୁକ୍ରବାର କରନ୍ତୁ ନାହିଁ ଭୁଲରେ କରନ୍ତୁ ନହିଁ ଏହି ୬ଟି କାମ,ଘଟିବ ଅଘଟଣ
ଆମ ସନାତନ ଧର୍ମରେ ପ୍ରତେକ ଦିନର କିଛିନା କିଛି ମହତ୍ୱ ରହିଛି l ଶୁକ୍ରବାର ଦିନଟି ମା ସନ୍ତୋଷୀ ଓ ବୈଭବ ଲକ୍ଷ୍ମୀଙ୍କର ପୂଜା କରାଯାଇଥାଏ ,ତାଙ୍କ ଠାରୁ ସଂସାରର ସମସ୍ତ ସୁଖପ୍ରାପ୍ତି ଆମେ କରିଥାଉ l ଶାସ୍ତ୍ରରେ ବୈଭବ ଲକ୍ଷ୍ମୀଙ୍କୁ ଶୁକ୍ରବାର ଦିନା ପୂଜା କରିବା ପାଇଁ ବିଶେଷ ଭାବରେ କୁହାଯାଇଛି ,କାରଣ ଏହିଦିନ ସେ ତାଙ୍କର ଭକ୍ତ ମାନଙ୍କୁ ବିଶେଷ ଆଶୀର୍ବର୍ଡ ଦେଇ ଥାନ୍ତି l ବୈଭବ ଲକ୍ଷ୍ମୀଙ୍କ ପୂଜା ଶୁକ୍ରବାର ଦିନ ସନ୍ଧ୍ୟାବେଳେ କରା ଯାଇଥାଏ l ତେଣୁ ଯେହେତୁ ଆମେ ଧନର ଦେବୀ ଲକ୍ଷ୍ମୀଙ୍କୁ ପୂଜା କରିଥାଉ ସେଥିପାଇଁ ଆମେ ଶୁକ୍ରବାର ଦିନ କିଛି କଥା ନିଷ୍ଠା ଭାବରେ ମାନିବ ବଶ୍ୟକ l
* କରଜ ନିଅନ୍ତୁ ନାହିଁ କି ଦିଅନ୍ତୁ ନାହିଁ -ଶୁକ୍ରବାର ଦିନ ବୈଭବ ଲକ୍ଷ୍ମୀଙ୍କର ଦିନ ହୋଇଥିବା କାରଣରୁ ଭୁଲରେ ବି କରଜ କରିବା କିମ୍ବା କରଜ ଦେବା ଠିକ ନୁହେଁ l ମାନ୍ୟତା ରହିଛି ଯେ ଏହି ଦିନ ଯଦି ଆପଣ କ୍ରଯ ଦେବେ ତେବେ ଆପଣଙ୍କ ଧନ ଫେରିବାର ଆଶା ନଥାଏ l ସେଥିପାଇଁ ଏହି ଦିନା ଯଦି ଆପଣ କରଜ କ୍ରାନ୍ତି କିମ୍ବା ଦିଅନ୍ତି ତେବେ ବୈଭବ ଲକ୍ଷ୍ମୀ ଅସନ୍ତୁଷ୍ଟ ହୁଅନ୍ତି l
* ଶୁକ୍ରବାର ଦିନ ଏହି ଜିନିଷ ଖାନ୍ତୁ ନାହିଁ -ଜାଦୀ ଆପଣ ଶୁକ୍ରବାର ଦିନ ବୈଭବ ଲକ୍ଷ୍ମୀଙ୍କୁ ପୂଜା କରୁଛନ୍ତି ତେବେ ତାମସିକ ଭୋଜନ କରନ୍ତୁ ନାହିଁ l ଏହି ଦିନ ଆପଣ ବିନା ପିଆଜ ରସୁଣର ଖାଦ୍ୟ ଖାଇବ ଆବଶ୍ୟକ l ତାହା ଦ୍ୱାରା ଆପଣଙ୍କ ମନ ଶାନ୍ତ ରହିବ ସହିତ ବୈଭବ ଲକ୍ଷ୍ମୀଙ୍କର ଆଶୀର୍ବାଦ ମିଳିଥାଏ l
* ଏପରି କଲେ ସୁଖ ସୁବିଧାରେ ଉନ୍ନତି ହେବ ନହିଁ -ଯଦି ଆପଣ ବୈଭବ ଲକ୍ଷ୍ମୀଙ୍କୁ ମଣୁଛନ୍ତି ତେବେ ଶୁକ୍ରବାର ଦିନ ଭୁଲରେବି କାହାକୁ ଚିନି ଦିଅନ୍ତୁ ନାହିଁ l କାରଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚିନିର ସମ୍ପର୍କ ଶୁକ୍ର ଓ ଚନ୍ଦ୍ରଙ୍କ ସହିତ ରହିଛି l ସେଥିପାଇଁ ଶୁକ୍ରବାର ଦିନ ଚିନି ଦାନକଲେ ଶୁକ୍ର ଦୃର୍ବଲ ହୋଇ ଯାଆନ୍ତି l
* ମିଳିଥାଏ ଆଶୀର୍ବାଦ -ଶୁକ୍ରବାର ଦିନ ମାତା ବୈଭବ ଲକ୍ଷ୍ମୀଙ୍କ ସହିତ ନାରୟଣଙ୍କ ପୂଜା କରାନ୍ତୁ l ଲକ୍ଷ୍ମୀଙ୍କ ସହିତ ନାରାୟଣଙ୍କୁ ପୂଜା କରିବ ଦ୍ୱାରା ଯେପରି ସମସ୍ତ ଦେବଦେବୀ ପ୍ରସନ ହୁଅନ୍ତି ସେହି ଭଳି ବୈଭବ ଲକ୍ଷ୍ମୀଙ୍କ ସହ ନାରାୟଣଙ୍କୁ ପୂଜା କରିବା ଦ୍ୱାରା ଦେବଦେବୀଙ୍କ ଆଶୀର୍ବାଦ ମିଳିଥାଏ l ସେହିଦିନ ଆପଣ କିଛି ମିଠା ପ୍ରସ୍ତୁତ କରି ପ୍ରସାଦ ଚଢାନ୍ତୁ l
* ବ୍ୟବସାୟରେ ହୋଇଥାଏ କ୍ଷତି-ଶୁକ୍ରବାର ଦିନ କାହାପ୍ରତି ଅପଶବ୍ଦ କିମ୍ବା ଖରାପ ବ୍ୟବହାର ପ୍ରୟୋଗ କରନ୍ତୁ ନାହିଁ l ଯଦି ଆପଣା ଏପରି କରନ୍ତି ତେବେ ବୈଭବ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି ଓ ଘରେ ଅପବ୍ୟୟ ବଢ଼ିଯିଥାଏ l ତା ସହିତ ବେପାର ବଣିଜରେ କ୍ଷତି ହୁଏ l ତେଣୁ ଏହି ଦିନ ସମସ୍ତଙ୍କ ପ୍ରତି ଭଲ ବ୍ୟବହାର ଦେଖନ୍ତୁ l
* ଶାନ୍ତି ପିନ ଏପରି କରନ୍ତୁ -ଲକ୍ଷ୍ମୀଙ୍କର ବାସ ସବୁବେଳେ ସଫା ସୁତୁରା ଜାଗାରେ ରହିଥା l ଏହା ଦ୍ୱାରା ଘରର ବୈଭବ ଓ ସୁଖଶାନ୍ତି ପ୍ରବାହ ହୋଇଥାଏ l ତେଣୁକରି ଭୁଲ୍ ରେ ମଧ୍ୟ ଘରକୁ ଅପରିଷ୍କାର କରି ରଖିବେ ନାହିଁ l ଖାସ କରି ରୋଷେଇ ଘରକୁ ସଫା ସୁତୁରା ରଖିବା ଆଵଶ୍ୟକ l