ମୃତ୍ୟୁ ପୂର୍ବରୁ ଯମରାଜ ଦେଇଥାନ୍ତି ଏହି ୫ ଟି ସଙ୍କେତ
ବନ୍ଧୁଗଣ, ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ଯେ ଆତ୍ମା କୁ ଶସ୍ତ୍ର କାଟି ପାରି ନଥାଏ, ଅଗ୍ନି ଜାଳି ପାରି ନଥାଏ, ଏବଂ ଜଳ ଭିଯାଇ ପାରି ନଥାଏ, ତଥା ବାୟୁ ସୁଖେଇ ପାରି ନଥାଏ । ଅର୍ଥାତ ମନୁଷ୍ୟ ଙ୍କ ଦେହରେ ସ୍ଥିତ ଆତ୍ମା ଅମର ଅଟେ । ତାହାକୁ କେହି ମଧ୍ୟ ମାରିପାରିବେ ନାହିଁ । ମାତ୍ର ମନୁଷ୍ୟ ର ଶରୀର ଆମର ଅଟେ ନାହିଁ । ତାହାର ମୃ-ତ୍ୟୁ ଦିନେ ନା ଦିନେ ଅବଶ୍ୟ ହୋଇଥାଏ । ଯାହାର ଜନ୍ମ ହୋଇଛି ତାହାର ମୃ-ତ୍ୟୁ ମଧ୍ୟ ନିଶ୍ଚିତ ହୋଇପାରେ । ଯେଉଁ ସମୟରେ ମନୁଷ୍ୟ ଏହି ଭୌତିକ ସଂସାରରେ ଜନ୍ମ ନେଇଥାଏ । ସେହି ସମୟରେ ତାହାର ମୃ-ତ୍ୟୁ ର ସମୟ ତଥା ମୃ-ତ୍ୟୁ ର କାରଣ ନିଶ୍ଚିତ ହୋଇଯାଇଥାଏ । ଗରୁଡ ପୁରାଣ ରେ ଜୀବନ ଠାରୁ ଆରମ୍ଭ କରି ମୃ-ତ୍ୟୁ ପର୍ଯ୍ୟନ୍ତ ଏବଂ ତାହା ପରେ ଆତ୍ମା ଙ୍କର ଯାତ୍ରା ସମ୍ବନ୍ଧରେ ବିସ୍ତାର ରୂପରେ କୁହା ଯାଇଅଛି ।
୧- ଗରୁଡ ପୁରାଣ ଅନୁଯାୟୀ ଯେବେ ମନୁଷ୍ୟ ର ମୃ-ତ୍ୟୁ ନିକଟତର ହୋଇଥାଏ ତେବେ ତାଙ୍କ ଛାଇ ତାଙ୍କର ସାଥ ଛାଡି ଦେଇଥାନ୍ତି । ଏହିଭଳି ମନୁଷ୍ୟ କୁ ତେଲ ତଥା ପାଣିରେ ନିଜର ପ୍ରତିବିମ୍ବ ଦେଖାଯାଇ ନଥାଏ । ଯଦି କୌଣସି ବ୍ୟକ୍ତି ଙ୍କ ସହିତ ଏଭଳି ହେଉଅଛି ତେବେ ସେମାନଙ୍କୁ ବୁଝିବା ଆବଶ୍ୟକ ଯେ ତାଙ୍କର ଅନ୍ତିମ ସମୟ ବର୍ତ୍ତମାନ ନିକଟତର ହେବାକୁ ଯାଉଅଛି ।
୨- ଯେବେ ମଧ୍ୟ କୌଣସି ମନୁଷ୍ୟ ର ମୃ-ତ୍ୟୁ ନିକଟତର ହୋଇଥାଏ ତେବେ ତାଙ୍କୁ ନିଜ ଆଖ ପାଖ ରେ ପୂର୍ବଜ ଅଥବା ପିତୃ ଦେଖାଦେଇଥାନ୍ତି । ତାଙ୍କୁ ନିଜ ପାଖରେ ନିଜ ପିତୃଙ୍କ ଅବସ୍ଥିତି ଅନୁଭବ ହୋଇଥାଏ । ସେ ତାଙ୍କ ପାଖରେ ପରଛାଇ ସାଦୃଶ୍ୟ ଘୁରି ବୁଲିଥାନ୍ତି । ସେହି ବ୍ୟକ୍ତି ଭଲ ଭାବରେ ଜାଣି ନେଇଥାନ୍ତି ଯେ ତାଙ୍କର ମୃ-ତ୍ୟୁ ର ସମୟ ବର୍ତ୍ତମାନ ନିକଟତର ହେବାକୁ ଯାଉଅଛି ।
୩- ଯେବେ ମଧ୍ୟ କୌଣସି ବ୍ୟକ୍ତି ର ମୃ-ତ୍ୟୁ ନିକତର ହୋଇଥାଏ ତେବେ ତାଙ୍କୁ ନିଜ ଶରୀରରେ ଏକ ଅଦ୍ଭୁତ ଗନ୍ଧ ହୋଇଥାଏ । ଏହା ତାଙ୍କୁ ଆଦୌ ଭଲ ଲାଗି ନଥାଏ । ଏହି ଗନ୍ଧ କୁ ଶୁଙ୍ଘି ସେହି ମନୁଷ୍ୟ କୁ ବୁଝିଯିବା ଉଚିତ ଯେ ତାହାର ଅ-ନ୍ତି-ମ ସମୟ ବର୍ତ୍ତମାନ ନିକଟ ହୋଇଅଛି ।
୪- ଯେତେବେଳେ କୌଣସି ମନୁଷ୍ୟ ର ମୃ-ତ୍ୟୁ ନିକଟତର ହୋଇଥାଏ, ତେବେ ସେ ଆଇନା ରେ ନିଜ ଚେହେରା ଦେଖିଥାଏ, ସେହି ସମୟରେ ସେହି ବ୍ୟକ୍ତି ଙ୍କୁ ନିଜ ଚେହେରା ପରିବର୍ତ୍ତେ କୌଣସି ଅନ୍ୟ ବ୍ୟକ୍ତି ର ଚେହେରା ନଜର ଆସିଥାଏ । ଏହି ଆଇନା ତାଙ୍କୁ ଆସୁଥିବା ମୃ-ତ୍ୟୁ ସମ୍ବନ୍ଧରେ ସୂଚନା ଦେଇଥାଏ ।
୫- ଯେବେ ମନୁଷ୍ୟ ର ମୃ-ତ୍ୟୁ ପାଖକୁ ଆସିଥାଏ, ସେତେବେଳେ ତାଙ୍କ ଶରୀର ହଳଦୀଆ ଅଥବା ହାଲ୍କା ଲାଲ ଦେଖାଯାଇଥାଏ । ତାହା ଶରୀର ଭିତରୁ ଜ-ଳି-ବା-କୁ ଲାଗିଥାଏ । ଯଦି କୌଣସି ବ୍ୟକ୍ତି ପା-ପୀ ହୋଇଥାନ୍ତି ତେବେ ତାଙ୍କୁ ନ-ର-କ ଯିବାର ଅନୁଭୂତି ପ୍ରଥମରୁ ହୋଇ ଯାଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।