ଗଙ୍ଗା ଭଳି ପବିତ୍ର ହୋଇଥାନ୍ତି ଏହି ୫ ଟି ନାମର ଝିଅ
ବନ୍ଧୁଗଣ, ଚାଣକ୍ୟନୀତି ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ଵାରା ରଚିତ ଏକ ନୀତି ଗ୍ରନ୍ଥ ଅଟେ । ଯେଉଁଥିରେ ଜୀବନ କୁ ସୁଖମୟ ଏବଂ ସଫଳ ବନାଇବା ନିମନ୍ତେ ଉପଯୁକ୍ତ ସୂଚନା ଦିଆଯାଇଅଛି । ଏହି ଗ୍ରନ୍ଥ ର ମୁଖ୍ୟ ବିଷୟ ମାନବ ସମାଜକୁ ଜୀବନର ପ୍ରତ୍ୟକ ମୋଡରେ ବ୍ୟବହାରିକ ଶିକ୍ଷା ଦେବା । ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ ଯିଏକି ନିଜର ନୀତି ଶିକ୍ଷା ବଳରେ ଚନ୍ଦ୍ରଗୁପ୍ତ ମୋରୟା ଙ୍କୁ ରାଜଗାଦିରେ ବସାଇ ଦେଇଥିଲେ ।
ଜାଣନ୍ତୁ ଚାଣକ୍ୟ ଙ୍କ କିଛି ଏହିଭଳି ମହତ୍ଵପୂର୍ଣ୍ଣ ନୀତି ଯାହା ଆପଣଙ୍କ ଜୀବନର କୌଣସି ନା କୌଣସି ମୋଡରେ କାମରେ ଆସିବ । ଗଙ୍ଗା ଜଳ ଭଳି ପବିତ୍ର ହୋଇଥାନ୍ତି ଏହି ୫ ଟି ନାମର ଝିଅ । ୧- P ନାମ ଥିବା ଝିଅ, ବହୁତ ଶାନ୍ତ ସ୍ଵଭାବର ହୋଇଥାନ୍ତି । ଏହି ଝିଅ ନିଜ ପାର୍ଟନର ପ୍ରତି ବହୁତ ସଚେତନ ରହିଥାନ୍ତି । ଏମାନେ ସାଧାରଣତ କୌଣସି ପରିସ୍ଥିତିରେ ନିଜ ପାର୍ଟନର ର ସାଥ ଛାଡି ନଥାନ୍ତି । ଏମାନଙ୍କ ବ୍ୟବହାର ବହୁତ କୋମଳ ହୋଇଥାଏ । ଏଥିପାଇଁ ଏମାନଙ୍କୁ ପବିତ୍ର ମାନାଯାଇଥାଏ ।
୨- N ନାମର ଝିଅ, ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ତେଜ ସ୍ଵଭାବର ହୋଇଥାନ୍ତି । ଏହି ଝିଅ ମାନେ ନିଜ ପରିବାର ଏବଂ ନିଜ ପାର୍ଟନର ର ବହୁତ ଧ୍ୟାନ ରଖିଥାନ୍ତି । ମାତ୍ର ଏମାନେ କିଛି ଏଭଳି କାର୍ଯ୍ୟ କରି ନଥାନ୍ତି ଯେଉଁଥିରେ ଏମାନଙ୍କ ନାମ ଖରାପ ହେବ । ଏମାନଙ୍କ ସ୍ଵଭାବ ମଧ୍ୟ ବହୁତ ଭଲ ହୋଇଥାଏ । ଏଥି ନିମନ୍ତେ ଏମାନଙ୍କୁ ପବିତ୍ର ମାନାଯାଇଥାଏ ।
୩- S ନାମର ଝିଅ, ଏହି ନାମର ଝିଅ ବ୍ୟକ୍ତିଙ୍କ ଭାବନା କୁ ଧ୍ୟାନରେ ରଖିଥାନ୍ତି । ସେ ଛୋଟ ହେଇଥାଉ ଅଥବା ବଡ ସେମାନେ କାହାରି ମନରେ ଦୁଖ ପହଞ୍ଚାଇ ନଥାନ୍ତି । ସେମାନେ ସମସ୍ତଙ୍କ ସହିତ ପ୍ରେମର ସହିତ କଥାବାର୍ତ୍ତା କରିଥାନ୍ତି । ଏହିସବୁ କାରଣ ଯୋଗୁଁ ଏମାନଙ୍କୁ ପବିତ୍ର ମାନାଯାଇଥାଏ ।
୪- V ନାମର ଝିଅ, ଏହି ଅକ୍ଷରରୁ ଆରମ୍ଭ ହୋଇଥିବା ଝିଅ ମାନଙ୍କୁ ମଧ୍ୟ ବହୁତ ପବିତ୍ର ମାନାଯାଇଥାଏ । ଏହି ଝିଅ ମାନେ ବହୁତ ଲାଜେଇ ହୋଇଥାନ୍ତି । ଏମାନେ ନିଜ ପରିବାରର ମାନମର୍ଯ୍ୟାଦା ର ଧ୍ୟାନ ରଖିଥାନ୍ତି ।
୫- Y ନାମର ଝିଅ, ଏହି ବ୍ୟକ୍ତି ମାନଙ୍କର ସ୍ଵଭାବ ଅନ୍ୟ ମାନଙ୍କ ପ୍ରତି ବହୁତ ଭଲ ହୋଇଥାଏ । ଏହି ନାମର ଝିଅ ସମସ୍ତଙ୍କ ସହିତ ବହୁତ ଭଲରେ କଥା ହୋଇଥାନ୍ତି । ଏବଂ ଏମାନେ କେବେ କାହାର ଅନିଷ୍ଠ କରନ୍ତି ନାହିଁ ।