ପ୍ରକାଶ ପାଇଲା ମାଟ୍ରିକ ଅଫଲାଇନ୍‌ ପରୀକ୍ଷା ଫଳାଫଳ ; ଓ୍ବେବସାଇଟକୁ ଯାଇ ଜାଣନ୍ତୁ ରେଜଲ୍ଟ

0

ଭୁବନେଶ୍ବର ୨୪/୦୮ : ପ୍ରକାଶ ପାଇଲା ମାଟ୍ରିକ ଅଫଲାଇନ୍‌ ପରୀକ୍ଷା ରେଜଲ୍ଟ । www.odisharesult.ac.in ଓ୍ବେବ୍‌ସାଇଟ୍‌ରେ ପରୀକ୍ଷା ଫଳ ଉପଲବ୍ଧ ଅଛି । ଅନଲାଇନ ଫଳାଫଳକୁ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଅଫଲାଇନ ପରୀକ୍ଷା ଦେବାକୁ ବ୍ୟବସ୍ଥା କରିଥିଲେ ରାଜ୍ୟ ସରକାର । ଏହିକ୍ରମରେ ପରୀକ୍ଷା କରାଯାଇ ମଙ୍ଗଳବାର ଫଳ ପ୍ରକାଶ କରାଯାଇଛି ।

Leave a comment