ଠାକୁର ପୂଜା କରିବା ସମୟରେ କିଛି ମାଗିବା ବଦଳରେ କହିଦିଅନ୍ତୁ ଏହି ଦୁଇଟି ଶବ୍ଦ, ପୂରଣ ହେବ ସବୁ ମନସ୍କାମନା

0

ଭଗବାନଙ୍କୁ ପୂଜା କରିବାରେ ରହିଛି ଅନେକ ମହତ୍ତ୍ୱ। ସବୁ ଧର୍ମର ଲୋକ ଇଶ୍ୱରଙ୍କୁ ମନେ କରନ୍ତି। ଭଗବାନଙ୍କ ନାଁରେ କିଏ ଅଲ୍ଲାହଙ୍କ ନାଁରେ ଓ ଆଉ କିଏ ଜିଶୁଙ୍କ ନାଁରେ ଭଗବାନଙ୍କୁ ସ୍ମରଣ କରିଥାନ୍ତି , କିନ୍ତୁ ଯେଉଁ ଧର୍ମ ହେଉ। କିମ୍ବା କେଉଁ ବ୍ୟକ୍ତି ହେଉ। ତାଙ୍କର ଶ୍ରଦ୍ଧା ନିଜର ଇଶ୍ୱରଙ୍କ ଉପରେ ହୋଇଥାଏ। ଏହି ବିଶ୍ୱାସ କାରଣରୁ ନିଜ ଇଶ୍ୱରକୁ ଆରାଧନା କରିଥାନ୍ତି। ବହୁତଥର ଲୋକ ପୁଜା କେଉଁ ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ କରିଥାନ୍ତି। ଓ ବହୁତ ଲୋକ ନିଜର ଦୈନଦିନ ଜୀବନରେ ଶାନ୍ତି ପାଇବା ପାଈଁ ଏହି କାର୍ଯ୍ୟ କରିଥାନ୍ତି , ଭଗବାନଙ୍କୁ ପୁଷ୍ପ ଆଦି ସମର୍ପିତ କରାଯାଇଥାଏ ,ଯାହା ପୁରାଣରେ ଶ୍ଲୋକରେ ଉପଯୋଗ କରାଯାଇଛି। ଶାସ୍ତ୍ରନୁସାରେ ଶ୍ଲୋକଗୁଡିକ ଉପଯୋଗ ବଡ କାର୍ଯ୍ୟ ଓ ଯଜ୍ଞ ଆଦି ପୂଜାରେ ବ୍ରାହ୍ମଣ ମାନେ କରିଥାନ୍ତି।

ଯେବେ କେହି ଇଶ୍ୱରଙ୍କୁ ଭକ୍ତି କରିଥାଏ , ତେବେ ତାର ସବୁ ମନୋକାମନା ପୁରା ହୋଇଥାଏ। ସେଥିପାଇଁ ଶାସ୍ତ୍ରରେ କୁହାଯାଇଥାଏ କି ଯଦି କେଉଁ ବ୍ୟକ୍ତି ସଚ୍ଚା ମନରେ ଆରାଧନା କରେ ତେବେ ଭଗବାନ ତାର ସବୁ ଇଚ୍ଛା ଗୁଡୀକ ପୁରଣ କରନ୍ତି , ସେମିତି ସମସ୍ତେ ଚାହିଁଥାନ୍ତି କି ଜଲଦି ହିଁ ସେ ତାଙ୍କର ମନୋକାମନା ପୁରା କରିଦିଅନ୍ତୁ। ଯାହା ଦ୍ୱାରା ତାଙ୍କର ଜିବନ ସୁଖମୟ ହେଉ। ଆଜି କାଲିର ସମୟରେ ସମସ୍ତଙ୍କର ଧନ ପ୍ରତି ଇଚ୍ଛା ରହିଥାଏ। ଏହି କାରଣରୁ ଲୋକ ଧନର ପଛରେ ଦୌଡିଥାନ୍ତି , ଆଜିର ସମୟରେ କେଉଁ ଜିନିଷ ପାଈବାକୁ ହେଲେ ଧନର ଆବଶ୍ୟକତା ପଡିଥାଏ।

କିନ୍ତୁ ଏହି କଥା ସତ ଅଟେ କି ଯେଉଁ ଧନ ପଛରେ ଆମେ ଦୌଡିଥାଉ ଯଦି ଆମେ ଇଶ୍ୱରଙ୍କ ଆରାଧନାରେ ଲଗାଇବା ସେହି ଧନ ଆମ ପଛରେ ଦୌଡିବ। ଯଦି ଆପଣ ସବୁଦିନ ପୂଜା କରୁଛନ୍ତି। ତେବେ ଆପଣଙ୍କୁ ଗୋଟେ କଥା ସବୁ ବେଳେ ମନେ ରଖିବା ଉଚିତ୍। କି ପୂଜା କରୁଥିବା ସମୟରେ ଇଶ୍ୱରଙ୍କୁ ଧନ ଦୌଲତ ମାଗିବା ନ କରନ୍ତୁ। ଏହି ସମୟରେ କେବଳ ଗୋଟିଏ ଶବ୍ଦ କହିବା ଉଚିତ। ଯାହା ଆପଣ ଭାବୁ ଛନିତ୍ ତାହା ଭଲ ହେଉ , ଆମେ ଯେଉଁ ଶବ୍ଦ ବିଷୟରେ କଥା ହେଉଛୁ ତାହା ଗୋଟେ ସାଧାରଣ ଶବ୍ଦ ଅଟେ। ଏଥିପାଇଁ ଆପଣ ଯେବେ ବି ପୂଜା କରିବେ ତେବେ ଇଶ୍ୱରଙ୍କୁ ଏହି କଥାକୁହନ୍ତୁ କି ହେ ଇଶ୍ୱର ଆପଣଙ୍କ କୃପା ଦୃଷ୍ଟି ସର୍ବଦା ଆମ ଉପରେ ରହୁ। ବିଶ୍ୱାସ କରନ୍ତୁ ଭଗବାନଙ୍କୁ ଏହି ଶବ୍ଦ ବହୁତ ପ୍ରିୟ ହୋଇଥାଏ। ଏଥିପାଇଁ ସବୁ ବ୍ୟକ୍ତିକୁ ଇଶ୍ୱରଙ୍କ ମନୋବାଞ୍ଚିତ ଫଳ ମିଳିବାରେ ସହଜ ହୁଏ। ଯିଏ ସଚ୍ଚା ମନରେ ଏହି ଶବ୍ଦ କୁ କହିଦେବ ସେ ଇଶ୍ୱର ଆଶ୍ରିତ ହୋଇରହିବ।

Leave a comment