ସ୍ତ୍ରୀ ଙ୍କ ଅଭିଯୋଗ, ଚତୁର୍ଥୀ ରାତିର ଭିଡିଓ ଭାଇରାଲ କରୁଛନ୍ତି ସ୍ୱାମୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସ୍ୱାମୀ, ସ୍ତ୍ରୀ ସମ୍ପର୍କରେ ବିଶ୍ୱାସଘାତକତା । ସ୍ତ୍ରୀ ଆଣିଲା ସାଙ୍ଘାତିକ ଅଭିଯୋଗ । ଚତୁର୍ଥୀ ରାତିର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରୁଛନ୍ତି ସ୍ୱାମୀ । ବାଙ୍କୀ ଥାନା ତୁଳସୀପୁର ଅଞ୍ଚଳରେ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, ବାଙ୍କୀ ଥାନା ତୁଳସୀପୁର ଅଞ୍ଚଳ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ସହିତ ବିତାଇଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରିବାର ଧମକ ଦେବା ସହ ଏହାକୁ ଭାଇରାଲ୍ କରିଛନ୍ତି ଏବଂ ଯୌତୁକ ମାଗି ଶାରୀରିକ ନିର୍ଯ୍ୟାତନା ଦେଉଥିବାରୁ ସ୍ୱାମୀଙ୍କ ବିରୋଧରେ ମହିଳା ଥାନାରେ ଦ୍ୱାରସ୍ଥ ହୋଇଥିଲେ ମହିଳା । କିନ୍ତୁ ନ୍ୟାୟ ନମିଳିବାରୁ ଅଭିଯୋଗକାରିଣୀ ଆଜି ପୋଲିସ କମିଶନରଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

Leave a comment