ପେଚାକୁ ଦେଖିବା ଶୁଭ ହୋଇଥାଏ କି ଅଶୁଭ ନଚେତ ଭବିଷ୍ୟତରେ ବିପଦରେ ପଡିପାରନ୍ତି
ଭଗବାନ ଏହି ସଂସାର କି ସୃଷ୍ଟି କରିବା ସମୟରେ ମଣିଷ କୁ ଭିନ୍ନ ଓ ନିଆଁର ରୂପରେ ଗଢିଛନ୍ତି । ଆଉ ଯଦି ଆପଣ ସମାଜର ନୀତିନିୟମ କୁ ଦେଖିବେ ତ ମଣିଷ ହେଉଛି ଏକ ମାତ୍ର ପ୍ରାଣୀ ଯିଏକି ସମସ୍ତ ନୀତିନିୟମ ଦ୍ବାରା ବନ୍ଧା ହୋଇଥାଏ। ଆମର ସଂସ୍କୃତି ଓ ପରମ୍ପରା ଅନୁସାରେ ଆମକୁ ଏକ ସମାଜରେ ବସବାସ କରିବା ପାଇଁ କେତକ ନିତି ଦିନିଆ ପ୍ରଥା କି ମାନିବାକୁ ହୋଇଥାଏ ଏବଂ ଏହାକୁ ନମାନିବା କାରଣ ରୁ ଆମକୁ ବହୁତ ଅସୁବିଧା ର ସମ୍ମୁଖିନ ମଧ୍ୟ ହେବାକୁ ପଡିଥାଏ ।ତେବେ ଆମ ପୁରାଣ ଶାସ୍ତ୍ର ଅନୁସାରେ, ଆମେ ପ୍ରତିଦିନ ଅନେକ ପଶୁ ପକ୍ଷୀ ଙ୍କୁ ଦେଖିଥାଉ। ସେମାନ ଙ୍କ ମଧ୍ୟରୁ କେତେକ ଶୁଭ ସଂକେତ ବୋଲି ଗ୍ରହଣ କରିଥାଉ ତ ପୁଣି କେତେ ଗୁଡ଼ିକ ଅଶୁଭ ବୋଲି ମାନିଥାଉ ।ତେବେ ଏମାନଙ୍କ ମଧ୍ୟରୁ ପେଚା ମଧ୍ୟ ରହିଛି ଏକ ପକ୍ଷୀ ଯାହାକୁ ସାଧାରଣ ଭାବରେ ଲୋକମାନେ ଅଶୁଭ ବୋଲି ମନେ କରନ୍ତି। କିନ୍ତୁ ଆମେ ଆଜି ଆପଣଂକୁ ଜଣେଇବୁ କି ପେଚା କୁ ଦେଖିବା ଶୁଭ କି ଅଶୁଭ ଏବଂ କଣ ରହିଛି ପେଚା ଉପରେ ଆମ ପୁରାଣ ଶାସ୍ତ୍ର ରେ ଲେଖା।
ପେଚା କୁ କାହିଁକି ଅଶୁଭ ବୋଲି କୁହାଯାଏ:- କୁହାଯାଏ କି ପେଚା ଏକମାତ୍ର ଏପରି ପ୍ରାଣୀ ଯିଏକି ଦିନରେ ସୋଇଥାଏ ଏବଂ ରାତି ର ଅନ୍ଧକାର ରେ ଚାହିଁଥାଏ। ରାତିର ଶାନ୍ତ ପରିବେଶ କୁ ତାର ସ୍ୱର ଦ୍ବାରା ଭୟଭୀତ କରିଥାଏ। ଏବଂ ସେ ତାର ଖାଦ୍ୟ ମଧ୍ୟ ରାତିରେ ସଂଗ୍ରହ କରିଥାଏ ।ପେଚା ର ଆଖି ମନୀଷ ର ଆଖି ପରି ସିଧା ହୋଇଥାଏ ଏବଂ ରାତିରେ ତାର ଦୃଷ୍ଟିଶକ୍ତି ବହୁତ ଦୃଢ଼ ହୋଇଥାଏ।ତେଣୁ ଏହି କାରଣ ରୁ ପେଚା କୁ ଅଶୁଭ ବୋଲି ଲୋକମାନେ କହିଥାନ୍ତି।ମାତ୍ର ଏହା ଠିକ ନୁହେଁ କାରଣ ପେଚା କେବଳ ଅଶୁଭ ହୋଇନଥାଏ ବରଂ ସେ ଆମକୁ ଶୁଭ ଏବଂ ଅଶୁଭ ର ସଂକେତ ଦେଇଥାଏ। ତେବେ ଆସନ୍ତୁ ଜାଣିବା କଣ ସବୁ ସଂକେତ ଦେଇଥାଏ ପେଚା ଆମଙ୍କୁ ।
ପେଚା କଣ ସବୁ ସଂକେତ ଦେଇଥାଏ:-୧.ପୁରାଣ ଅନୁସାରେ ଆମର ଦକ୍ଷିଣ ପାର୍ଶ୍ୱରେ ପେଚା ର ଶବ୍ଦ ଶୁଣନ୍ତି ଏବଂ ତାକୁ ଦେଖନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ। ସେହିପରି ବାମ ପାର୍ଶ୍ୱ ରେ ପେଚାକୁ ଦେଖିବା ବି ଅଶୁଭ ନୁହେଁ। ୨.ଯଦି ପେଚା ଆପଣଙ୍କ ଘରର ଛାତ ଉପରେ କିମ୍ବା ଦ୍ବାର ଆଗରେ ବସିଥାଏ ତେବେ ଏହା ବହୁତ ଅଶୁଭ ସଂକେତ ବୋଲି ଧରାଯାଏ। ଖାଲି ଏତିକି ନୁହେଁ ବରଂ ଏହା ଭବିଷ୍ୟତ ରେ ଆପଣଙ୍କ ଉପରକୁ ଆସୁଥିବା ବଡ଼ ବିପଦ ବିଷୟରେ ଜଣେଇଥାଏ।
୩.ଶାସ୍ତ୍ର ଅନୁସାରେ, ପେଚା ର ପଞ୍ଝା ଏବଂ ନଖ ବହୁତ ଶୁଭ ହୋଇଥାଏ। ଲୋକମାନେ ଏହାକୁ ଆଣି ନିଜ ଘରର ସମୁଖ ଦ୍ଵାର ରେ ରଖିବା ଶୁଭ ଅଟେ। ୪.ବନ୍ଧୁଗଣ ଧଳା ପେଚା ମାତା ଲକ୍ଷ୍ମୀ ଙ୍କର ସଂକେତ ହୋଇଥାଏ ଏବଂ ଏହା ଘରକୁ ପ୍ରବେଶ କରିବା ଶୁଭ ସଂକେତ ତଥା ଘରେ ଧନ ସମ୍ପତ୍ତି ର ଆଗମନ ର ସୂଚନା ଦେଇଥାଏ ।
୫.କିନ୍ତୁ କଳା ପେଚା କୁ ଦେଖିବା ଅଶୁଭ ହୋଇଥାଏ। ତେଣୁ ରାତିରେ କେବେବି କଳା ପେଚାର ଶବ୍ଦ ଶୁଣି ତାକୁ ଦେଖନ୍ତୁ ନାହିଁ ଏହା ବହୁତ ଅଶୁଭ ଅଟେ ।