ରାତିରେ ତକିଆ ତଳେ କଣ ରଖିଲେ ହୋଇଥାଏ ଶୁଭ ?
ସବୁ ମନୁଷ୍ୟ ତାର ନୀତିଦିନିଆ କାର୍ଯ୍ୟ ସାରି ରାତିରେ ଟିକିଏ ଶାନ୍ତିରେ ଶୋଇବାକୁ ଚାହିଁଥାଏ । ଯଦି ଏହି ନିଦ୍ରା ଠିକ ଭାବରେ ହୋଇନଥାଏ ତେବେ ତାକୁ ବହୁତ ଅସାନ୍ତି ଲାଗିଥାଏ । ଏହାଦ୍ବାରା ତାର ସ୍ୱାସ୍ଥ୍ୟ ପ୍ରତି ବହୁତ ହାନିକାରକ ସାବ୍ୟସ୍ତ ହୋଇଥାଏ । ତେବେ ତାକୁ ବହୁତ ଅସାନ୍ତି ଲାଗିଥାଏ । ଶୁଖ ନିଦ୍ରା ଯୋଗୁଁ ବ୍ୟକ୍ତି ର ସ୍ୱାସ୍ଥ୍ୟ ଠିକ ରହିଥାଏ । ସାଧାରଣତଃ ମନୁଷ୍ୟ ଜାଣତ ରେ ହେଉ ବା ଅଜାଣତରେ ହେଉ ଶୋଇବା ବେଳେ ତକିଆ ତଳେ କିଛି ଜିନିଷ ରାଖୀ ସୋଇ ପଡିଥାଏ । କିନ୍ତୁ ଏହି ଜିନିଷ ରଖିବାଦ୍ବାରା ତାକୁ କିଛି ଶୁଭ ଓ ଅଶୁଭ ଫଳ ଭୋଗିବାକୁ ପଡିଥାଏ । ଏଠି ପାଇଁ ଆଜି ଆସନ୍ତୁ ଜାଣିବା ଶୋଇବା ବେଳେ ତକିଆ ତଳେ କଣ ରାଖୀ ସୋଇଲେ ଶୁଭ ଫଳ ମିଳିଥାଏ ।
୧ – ସବୁଜ କପଡାରେ ମୁଗକୁ ବାନ୍ଧି ତକିଆତଳେ ରାଖୀ ସୋଇଲେ ଏବଂ ତାକୁ ସକାଳୁ ମନ୍ଦିରରେ ଦାନ କରିଦେଲେ ସ୍ଵାମୀ ସ୍ତ୍ରୀ ସମ୍ପର୍କ ଭଲ ରହିଥାଏ ଏହା ସହିତ ଆର୍ଥିକ ସ୍ଥିତି ମଜବୁତ ହୋଇଥାଏ ।
୨ – ଗୋଟିଏ ଧଳା କପଡାରେ ପାନମଧୁରୀ ବାନ୍ଧି ତକିଆତଳେ ରଖୀ ଶୋଇବା ଦ୍ଵାରା ଗ୍ରହଦସା କମ ହୋଇଥାଏ ଏବଂ ଖରାପ ସ୍ଵପ୍ନା ଓ ମାନସିକ ଚିନ୍ତା ଦୂର ହୋଇଥାଏ ।
୩ – ଶୋଇବା ସମୟରେ ତକିଆ ତଳେ କେତୋଟି ରସୁଣ ପାଖୁଡା ରାଖୀ ଶୋଇବା ଦ୍ଵାରା ନକରାତ୍ମକ ଶକ୍ତି ଦୂର ହୋଇଥାଏ ଏବଂ ସୁନିଦ୍ରା ଆସିଥାଏ ।
୪ – ଯଦି ସୋଇବା ସମୟରେ ପିଲା ଚମକୁଥାଏ କିମ୍ବା ଦାରୁଥାଏ ତେବେ ତକିଆତଳେ ଗୋଟିଏ ଲୁହାଜିଇସ ରଖିବା ଦ୍ଵାରା ପିଲାଙ୍କ ଚମକିବା ବନ୍ଦ ହୋଇଥାଏ ଏବଂ ପିଲା ଆରମରେ ସୋଇଥାନ୍ତି ।
୫ – ସୋମବାର ଦିନ ରାତିରେ ତକିଆ ତଳେ ସିନ୍ଦୁର ରଖୀ ସୋଇଲେ ଏବଂ ମଙ୍ଗଳବାର ଦିନ ତାକୁ ହନୁମାନ ମନ୍ଦିରରେ ଅର୍ପଣ କରିବା ଦ୍ଵାରା କାର୍ଯ୍ୟ କ୍ଷେତ୍ରରେ ପ୍ରଗତି ହୋଇଥାଏ ଏବଂ ସ୍ଵାମୀ ସ୍ତ୍ରୀ ବିବାଦ ଦୂର ହୋଇଥାଏ ।
।
୬ – ତକିଆ ପାଖରେ କେବେବି ଘଣ୍ଟା ରଖି ଶୋଇବା ଉଚିତ ନୁହେଁ ଏହାଦ୍ଵାରା ନକରାତ୍ମକ ଶକ୍ତି ବୃଦ୍ଧିହୋଇଥାଏ ତା ସହିତ ମାନସିକ ଚିନ୍ତା ବୃଦ୍ଧି ହୋଇଥାଏ ।
୭ – ତକିଆ ପାଖରେ କେବେବି ମନିପର୍ସ ରଖି ଶୋଇବା ଉଚିତ ନୁହେଁ , ଏହାଦ୍ଵାରା ଅଯଥା ଖର୍ଚ ବୃଦ୍ଧି ହୋଇଥାଏ ଏବଂ ସମ୍ପର୍କରେ ମଧୁରତା କମ ହୋଇଥାଏ ।
୮ – ଶୋଇବା ବେଳେ କେବେବି ତକିଆ ତଳେ ବହି କିମ୍ବା ପେପର ରଖୀ ଶୋଇବା ଉଚିତ ନୁହେଁ ଏହାଦ୍ଵାରା ନିଜର କ୍ୟାରିୟର ଏବଂ ବୁଦ୍ଧି ଓ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ ।
୯ – ଶୋଇବା ସମୟରେ କେବେବି ଚପଲ ପାଖରେ ରଖି ଶୋଇବା ଉଚିତ ନୁହେଁ ଏହାଦ୍ବାରା ମନ ବିକାର ଗ୍ରସ୍ତ ହୋଇଥାଏ ଏବଂ ଭଲ ନିଦ ହୋଇନଥାଏ ।