ସିବିଏସଇ ବୋର୍ଡ ପରୀକ୍ଷା: ଡିସେମ୍ବର ୩୧ରେ ହେବ ତାରିଖ ଘୋଷଣା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୨୦୨୧ ସିବିଏସଇ ବୋର୍ଡ ପରୀକ୍ଷା ତରିଖ ଡିସେମ୍ବର ୩୧ରେ ଘୋଷଣା କରିବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ। ଫେବୃଆରୀରେ ସିବିଏସ୍‌ଇ ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷା। ତେଣୁ ଏନେଇ ତାରିଖ ଘୋଷଣା କରିବା ଏବେ ଜରୁରୀ ନୁହେଁ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ। କରୋନା ମହାମାରୀ ପାଇଁ ଦେଶରେ ସମସ୍ତ ସ୍କୁଲ ମାର୍ଚ୍ଚରୁ ବନ୍ଦ ଥିଲା। ଅକ୍ଟୋବର ୧୫ ପାଖରୁ ବିଭିନ୍ନ ରାଜ୍ୟରେ ଆଶିଂକ ଭାବେ ସ୍କୁଲ କଲେଜ ଖୋଲୁଥିବା ଦେଖିବାକୁ ମିଳିଛି।

Leave a comment