ସୁକିନ୍ଦା ବିଧାୟକ ଙ୍କ ଦ୍ଵାରା ଆୟୋଜିତ ମେଗା ସ୍ୱାସ୍ଥ୍ୟ ଶିବିର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୁକିନ୍ଦା ବିଧାୟକ ଇଂ ପ୍ରିତିରଞ୍ଜନ ଘଡାଇ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଦାନଗଦୀ, ଓସ୍ତପାଳ ଉଚ୍ଚ ବିଦ୍ୟାଳୟଅନୁଷ୍ଠିତ ହେବାକୁ ଯାଉଛି ଦୁଇ ଦିନିଆ ମେଗା ସ୍ୱାସ୍ଥ୍ୟ ଶିବିର । ଆସନ୍ତା ୨୮/୦୭/୨୦୧୮ ଓ ୨୯/୦୭/୨୦୧୮ ସକାଳ ୮ ଟାରୁ ସନ୍ଧ୍ୟା ୪ ଟା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ପରୀକ୍ଷା ଚାଲିବ । ବିଭିନ୍ନ ବିଭାଗର ଅଭିଜ୍ଞ ଡାକ୍ତର ମନେ ରୋଗୀ ଙ୍କୁ ଦେଖିବା ଓ ମାଗଣରେ ଔଷଧ ଦିଆଯିବା ସହ ଚକ୍ଷୁର ପରୀକ୍ଷା କରାଇ ମାଗଣାରେ ବୟସ୍କ ଲୋକଙ୍କୁ ଚଷମା ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଛି। ସ୍ୱାସ୍ଥ୍ୟ ସେବାର ଆବଶ୍ୟକତାକୁ ଉପଲବ୍ଧି କରି ବହୁସଂଖ୍ୟାରେ ଏହି ମେଗା ସ୍ବାସ୍ଥ୍ୟ ଶିବିର କୁ ଆସି ନିଜ ନିଜର ସ୍ୱାସ୍ଥ୍ୟର ପରୀକ୍ଷା କରାଇବା ପାଇଁ ବିଧାୟକ ଅନୁରୋଧ କରିଛନ୍ତି ।

Leave a comment

You cannot copy content of this page