ରାଜ୍ୟରେ ୮ ଜୀବନ ନେଲା କରୋନା
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜ୍ୟରେ କରୋନା ଯୋଗୁ ଆଉ ୮ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୫୬ରେ ପହଞ୍ଚି ଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
3. A 65-year old male of Bhubaneswar who was also suffering from Hypertension.
4. A 56-year old male of Bhubaneswar who was also suffering from Diabetes & hypertension.
5. A 40-year old male of Bolangir district who was also suffering from Diabetes.
— H & FW Dept Odisha (@HFWOdisha) August 28, 2020
6. A 55-year old female of Ganjam district who was also suffering from Hypertension.
7. A 45-year old male of Ganjam district who was also suffering from Diabetes.
8. A 60-year old male of Rayagada district.
— H & FW Dept Odisha (@HFWOdisha) August 28, 2020
ଗଞ୍ଜାମ ଓ ଖୋର୍ଦ୍ଧାରୁ ସର୍ବାଧିକ ୨ ଜଣ ଲେଖାଏଁ କରୋନାରେ ଆଖି ବୁଜିଛନ୍ତି। ରାୟଗଡ଼ା, ବଲାଙ୍ଗିର, ବରଗଡ଼ ଓ ଭଦ୍ରକରୁ ଜଣେ ଲେଖାଏଁ ମୃତ। ଗଞ୍ଜାମର ୪୫ ବର୍ଷୀୟ ପୁରୁଷ, ୫୫ ବର୍ଷୀୟ ମହିଳାଙ୍କ ମୃତ୍ୟୁ। ଖୋର୍ଦ୍ଧାର ୨ ମୃତକ ଭୁବନେଶ୍ୱରର ୬୫ ଓ ୫୬ ବର୍ଷୀୟ ପୁରୁଷ। ରାୟଗଡ଼ାରେ ୬୦ ବର୍ଷୀୟ , ବଲାଙ୍ଗିରର ୪୦, ଭଦ୍ରକର ୬୨ ବର୍ଷୀୟ ପୁରୁଷ ମୃତ । ସେମାନଙ୍କ ବ୍ୟତୀତ ବରଗଡ଼ରେ ଜଣେ ୬୧ ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଛି।