ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଗୃହମନ୍ତ୍ରୀ ଅମିତ ଶାହ ଅସୁସ୍ଥ। ତାଙ୍କୁ ଦିଲ୍ଲୀ ଏମସରେ ଭର୍ତ୍ତି ଭର୍ତି କରାଯାଇଛି। ଡାକ୍ତର ଗୁଲେରିଆଙ୍କ ନେତୃତ୍ୱାଧୀନ ଟିମର ନିରୀକ୍ଷଣରେ ଶାହାଙ୍କୁ ରଖାଯାଇଛି । ନିକଟରେ କରୋନାରୁ ସୁସ୍ଥ ହୋଇଥିଲେ ଶାହା । ଗତକାଲି ବିଳମ୍ବିତ ରାତିରେ ଶାହାଙ୍କୁ ସାମାନ୍ୟ ଜ୍ୱର ଆସିବାରୁ ତାଙ୍କୁ ଦିଲ୍ଲୀ ଏମ୍ସ ଅଣାଯାଇଛି । ସେଠାରେ ତାଙ୍କୁ ଡାକ୍ତର ରଣଦୀପ ଗୁଲେରିଆଙ୍କ ତତ୍ତ୍ୱାବଧାନରେ ଏକ ଡାକ୍ତରୀ ଚିମ୍ ଶାହାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ନଜର ରଖିଛି ।

Leave a comment