ନବରଙ୍ଗପୁର ର କୋଭିଡ ସ୍ଥିତି ପରଖିଲେ ସଞ୍ଜୟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଆଜି ନବରଙ୍ଗପୁର ଜିଲ୍ଲା ଜିଲ୍ଲାପାଳ କାର୍ଯ୍ୟାଳୟ ଗ୍ରସ୍ଥକରି କୋଭିଡ-୧୯ ବିରୋଧରେ କିପରି ପଦକ୍ଷେପ ନିଆଯିବ ଆଲୋଚନା କରିଥିଲେ । ସେହିପରି ଜିଲ୍ଲାର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକୁ କିପରି ଆଗେଇ ନିଆଯିବ ସେନେଇ ମଧ୍ୟ ଆଲୋଚନା କରିଥିଲେ ଶ୍ରୀ ଦାସବର୍ମା ।

ଏହି ବୈଠକରେ ନବରଙ୍ଗପୁର ସାଂସଦ, ଜିଲ୍ଲାର ସମସ୍ତ ବିଧାୟକ,ଜିଲ୍ଲାପରିଷଦ ଅଧକ୍ଷା,ଉପାଧ୍ୟକ୍ଷା, ଜିଲ୍ଲାପାଳ,ପ୍ରକଳ୍ପ ନିର୍ଦେଶକ,ଜିଲ୍ଲା ଆରକ୍ଷୀ ଅଧିକାରୀ,ସ୍ୱାସ୍ଥ୍ୟ ଅଧିକାରୀ ଓ ସମସ୍ତ ଉଚ୍ଚ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a comment