ସୋଆ ପକ୍ଷରୁ ଡାକ୍ତର ଦିବସ ପାଳିତ, ଦେଖନ୍ତୁ ଭିଡ଼ିଓ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାରତ ଇତିହାସର ଜଣେ ଯୁଗାନ୍ତକାରୀ ଡାକ୍ତର ଭାବେ ପ୍ରସିଦ୍ଧ ଲାଭ କରିଥିଲେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଡାକ୍ତର ବିଧାନ ଚନ୍ଦ୍ର ରାୟ । ସ୍ବର୍ଗତ ରାୟଙ୍କ ଜନ୍ମ ଓ ମୃତ୍ୟୁ ଦିବସ ଅନୁସାରେ ଜୁଲାଇ ୧କୁ ଭାରତରେ ଡାକ୍ତରମାନଙ୍କ ଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେ ଡିମଡି ବିଶ୍ୱବିଦ୍ୟାଳୟ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ସ୍ୱତନ୍ତ୍ର ଭାବେ ଏକ ଭିଡ଼ିଓ ପ୍ରସ୍ତୁତ କରାଯାଇ ଡାକ୍ତରମାନଙ୍କୁ ଡାକ୍ତର ଦିବସର ଅଭିନନ୍ଦନ ଜଣାଯାଇଛି ।

Leave a comment