ଆଜି ୟୁଏଇରୁ ସ୍ୱତନ୍ତ୍ର ବିମାନରେ ଫରୁଛନ୍ତି ୨୧୫ ପ୍ରବାସୀ ଓଡ଼ିଆ

0

ଓଡ଼ିଶାଫାଷ୍ଟ(ବ୍ୟୁରୋ):ଓଡିଶା ଫେରୁଛନ୍ତି ପ୍ରବାସୀ ଓଡିଆ। କଲ୍ୟାଣ ଓଡିଆ ସେବା ସଂଘ ପକ୍ଷରୁ ୨୧ ଜଣ ପ୍ରବାସୀଙ୍କୁ ଟ୍ରେନରେ ଓଡିଶା ପଠାଯାଇଛି । ରଫିକ ନାଇକ୍ ଏକ୍ସପୋର୍ଟ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀରୁ ସମସ୍ତ ୨୧ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ପରେ କୋଣାର୍କ ଏକ୍ସପ୍ରେସରେ ଟିକେଟ୍ କରି ସମସ୍ତଙ୍କୁ ଓଡିଶା ପଠାଯାଇଛି । ଷ୍ଟେସନରେ ଓଡିଆ ସେବା ସଂଘର କର୍ମକର୍ତା ଉପସ୍ଥିତ ରହି ପ୍ରବାସୀଙ୍କୁ ବିଦାୟ ଦେଇଥିଲେ । ଏଥିରେ ଜଣେ ଓଡ଼ିଆ ପାଇଲଟ ଥିବାରୁ ତାଙ୍କ ଉପରେ ସମସ୍ତଙ୍କ ନଜର ରହିଛି।

Leave a comment