ସାଉଥ୍ ସୁପରଷ୍ଟାର ଚିରଞ୍ଜୀବଙ୍କ ଶୁଭଶ୍ରୀଙ୍କୁ ପ୍ରଶଂସା, ଦେଖନ୍ତୁ ଭିଡ଼ିଓ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମାଲକାନଗିରି ସବଇନସ୍ପେକ୍ଟର ଶୁଭଶ୍ରୀ ନାୟକଙ୍କୁ ସାଉଥ୍ ସୁପରଷ୍ଟାର ଚିରଞ୍ଜୀବଙ୍କ ପ୍ରଶଂସା ।

ସୂଚନା ଅନୁଯାୟୀ, କିଛି ଦିନ ତଳେ ଡୁୃଟିରେ ଥିବା ଶୁଭଶ୍ରୀ ଜଣେ ଅସହାୟ ବୃଦ୍ଧାଙ୍କୁ ବସି ଖୁଆଇ ଦେଉଥିଲେ । ଆଉ ଏହି ଭିଡିଓ ପାଇଁ ଏବେ ବେଶ ପ୍ରଶଂସା ସାଉଁଟିଛନ୍ତି ।

Leave a comment