ବାଲେଶ୍ଵରରେ ଦୁଇବର୍ଷର ଶିଶୁ କନ୍ୟା କରୋନା ପଜିଟିଭ !

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାଲେଶ୍ଵର ରେ ଆଜି ଚିହ୍ନଟ ହୋଇଥିବା ୨କରୋନା ପଜିଟିଭଙ୍କ ମଧ୍ୟରୁ ଜଣେ ଦୁଇବର୍ଷର ଶିଶୁ କନ୍ୟା ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ତଥ୍ୟ ଦିଆଯାଇଛି । ଏହି ଶିଶୁ କିପରି କରୋନା ଆକ୍ରାନ୍ତ ହେଲେ ସେନେଇ ତଦନ୍ତ ଚାଲିଛି । ସେହିପରି ଅନ୍ୟ ଆକ୍ରାନ୍ତ ଜଣକ ୩୨ ବର୍ଷୀୟ ପୁରୁଷ ବ୍ୟକ୍ତି । ଏହି ବ୍ୟକ୍ତିଙ୍କ ସଂସ୍ପର୍ଶରେ କେଉଁମାନେ ଆସିଛନ୍ତି ସେ ନେଇ ଅଧିକ ତଥ୍ୟ ସଂଗ୍ରହ ଚାଲିଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।

Leave a comment