ଖରାଦିନେ କଟନ୍‌ ଡ୍ରେସ୍‌ର ଟ୍ରେଣ୍ଡ

0

ଓଡ଼ିଶାଫାଷ୍ଟ(ବ୍ୟୁରୋ)-ଗରମ ଦିନେ ବି ଆଜିକାଲିର ପିଲାମାନେ ଷ୍ଟାଇଲ ସହ କମ୍ପ୍ରପାଇଜ୍‌ କରିବାକୁ ଚାହାନ୍ତିନି। ସେମାନେ ଲାଟେଷ୍ଟ ଫେଶନ୍‌କୁ ଫଲୋ କରନ୍ତି କିନ୍ତୁ କମଫର୍ଟର ବି ଧ୍ୟାନ ରଖନ୍ତି। ଏଥିପାଇଁ ନିଜ ଆଉଟ୍‌ଫିଟ୍‌ ସହ ଆସେସୋରିଜ୍‌ ଧ୍ୟାନର ସହ ବ୍ୟବହାର କରନ୍ତି।

ଏହି ସିଜିନ୍‌ରେ ସପ୍ଟ ଫେପ୍ରିକ୍‌ ଟି ସର୍ଟ କୁଲ୍‌ ଲୁକ୍‌ ସହ ଫୁଲ୍‌ କମ୍ଫର୍ଟ ଦେଇଥାଏ। ଟାଇଟ୍‌ ଫିଟ୍‌ ଆଉ ସ୍କିନ ଫିଟିଂ ଡ୍ରେସ ଏହି ସିଜିନ୍‌ ପାଇଁ ନୁହେଁ। ଏବେ କଟନ୍‌ର ବିଭିନ୍ନ ଭେରାଇଟି ଡ୍ରେସ ମଧ୍ୟ ବଜାରରେ ଉପଲବ୍ଧ ହେଉଛି। ଯାହା ଆପଣଙ୍କୁ ଦିନସାରା କୁଲ୍‌ ଏବଂ ଷ୍ଟାଇଲିସ୍‌ ଲୁକ୍‌ ଦେବ। ୟଙ୍ଗଷ୍ଟାର୍ସ ବି ଏବେ କଟନ୍‌ର ସଟର୍‌ସ ବିଶେଷ ଭାବେ ବ୍ୟବହାର କରୁଥିବା ଦେଖାଯାଉଛି। ସିମ୍ପଲ ଲୁଜ୍‌ ସଟର୍‌ସ ଓ ଟପ୍ସ ଏବେ ଯୁବଗୋଷ୍ଠୀଙ୍କ ଫେଶନ। କଟନ୍‌ର ଷ୍ଟ୍ରେଚେବଲ୍‌ ଜିନ୍ସ, କ୍ୟାପ୍ରି ଓ ପ୍ଲାଜୋ ଏବେ ଝିଅମାନଙ୍କ କ୍ରେଜ୍‌ ପାଲଟିଛି।

Leave a comment