ପଢନ୍ତୁ ରାଜ୍ୟର କେଉଁ ୬୩ଟି ସ୍ଥାନରେ ହେବ ମତ ଗଣନା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା କାଲି ପ୍ରକାଶ ପାଇବ ମନ୍ତ୍ରୀ ଓ ନେତାଙ୍କ ଇଭିଏମରେ ବନ୍ଦ ହୋଇ ରହିଥିବା ଭାଗ୍ୟ ଭବିଷ୍ୟତ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ନିର୍ବାଚନୀ ଫଳାଫଳ ଘୋଷଣା ପାଇଁ ୩୦ଟି ଜିଲ୍ଲାରେ ୬୩ଟି କେନ୍ଦ୍ରରେ ହେବ ଭୋଟ ଗଣତି ।

ଅପରପକ୍ଷରେ ଭୋଟ ଗଣତି ସମୟରେ କୌଣସି ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ପାଇଁ ରାଜ୍ୟ ପୋଲିସ ପ୍ରଶାନ ପକ୍ଷରୁ କଡ଼ା ବ୍ୟବସ୍ଥା କରାଯାଇଛି ।

Leave a comment