ଭୁବନେଶ୍ୱର ଏକାମ୍ରରୁ ଧାଡିରେ ଛିଡ଼ାହୋଇ ମତଦାନ କଲେ ମୁଖ୍ୟମନ୍ତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସବୁବେଳେ ସୁରକ୍ଷା ବଳୟ ଭିତରେ ରହୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର ଏକାମ୍ରରେ ଧାଡିରେ ଛିଡା ହୋଇ ନିଜ ମତଦାନ ସାବ୍ୟସ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏକାମ୍ରର ୧୧୨ ନମ୍ବର ବୁଥରୁ ନିଜ ମତ ସାବ୍ୟସ୍ତ କରିଥିଲେ । ସବୁଠାରୁ ଗୁତୁତ୍ବପୂର୍ଣ କଥା ହେଲା ମୁଖ୍ୟମନ୍ତ୍ରୀ ସାଧାରଣ ଜନତାଙ୍କ ସହ ଧାଡିରେ ଛିଡ଼ାହୋଇ ଭୋଟ ଦେବାକୁ ଅପେକ୍ଷା କରିଥିଲେ । ଭୋଟ ଦେବାପରେ ମୁଖ୍ୟମନ୍ତ୍ରୀ ନିଜ ପ୍ରତିକ୍ରିୟାରେ କହିଥିଲେ ବିଜେଡି ଭଲ ପ୍ରଦର୍ଶନ କରିବ ।

Leave a comment