ରାଜ୍ୟରେ କରୋନା ନେଲା ଆଉ ୯ ଜୀବନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ଆଉ  ୯ ମୁଣ୍ଡ ନେଲା କରୋନା। ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୧୪ରେ ପହଞ୍ଚି ଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରୁ କଟକ ଜିଲ୍ଲାରୁ ୨ ଜଣ (ଉଭୟ ପୁରୁଷ, ବୟସ- ୨୩,୭୨)ଥିବା ବେଳେ ଗଞ୍ଜାମରୁ ୩ ଜଣ (ସମସ୍ତେ ପୁରୁଷ, ବୟସ- ୭୩, ୮୨ ଓ ୩୬), ମୟୂରଭଞ୍ଜର ୨ (ପୁରୁଷ, ବୟସ-୫୮, ୬୦), କନ୍ଧମାଳର ଜଣେ (ପୁରୁଷ, ବୟସ-୬୧) ଓ ସୁନ୍ଦରଗଡ଼ର ଜଣେ (ପୁରୁଷ, ବୟସ-୮୧)।

Leave a comment