୯ ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେଡି ଆଜି ସନ୍ଧ୍ୟାରେ ୯ଟି ବିଧାନସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା କରିଛନ୍ତି ।

ବିଜେଡିର ୯ଟି ବିଧାନସଭା ପ୍ରାର୍ଥୀ ହେଲେ:

ବାଲିକୁଦା ଏରସେମା: ରଘୁନନ୍ଦନ ଦାସ

ନୀଳଗିରି: ସନ୍ତୋଷ

ଆନନ୍ଦପୁର: ଭାଗିରଥି ସେଠୀ

ନିମାପଡା: ସମୀର ଦାସ

ପିପିଲି: ପ୍ରଦୀପ ମହାରଥୀ

ଜଗତସିଂହପୁର: ପ୍ରଶାନ୍ତ ମୁଦୁଲି

ଧାମନଗର: ରାଜେନ୍ଦ୍ର ଦାସ

କାକଟପୁର: ସୁରେନ୍ଦ୍ର ସେଠୀ

ନିଆଳି: ପ୍ରମୋଦ ମଲ୍ଲିକ

ବିବାଦରେ ଥିବା ପିପିଲିର ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ପରିବର୍ତ୍ତନ କରାଯିବା ନେଇ ଚାଲିଥିବା ଚର୍ଚ୍ଚାର ମଧ୍ୟ ଅନ୍ତ ଘଟିଛି । ମହାରଥୀ ପୁଣିଥରେ ବିଜେଡିରୁ ପିପିଲି ପାଇଁ ଟିକେଟ ପାଇଛନ୍ତି ।

Leave a comment