ଘୋଷଣା ହେଲା ୬୮ତମ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର; ଶ୍ରେଷ୍ଠ ଅଭିନେତା ହେଲେ ଅଜୟ ଦେବଗନ

0

ଘୋଷଣା ହୋଇଛି ୬୮ତମ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର । ବିଭିନ୍ନ ପକ୍ରିୟାରେ ଉଚ୍ଚପ୍ରଦର୍ଶିତ ହୋଇଥିବା ଚଳଚ୍ଚିତ୍ର, ଅଭିନେତାଙ୍କ ନାମ ଘୋଷଣା ହୋଇଛି । ସୂର୍ଯ୍ୟ ଦେଓଙ୍କୁ ମିଳିଲା ଜାତୀୟ ଫିଲ୍ମ ପୁରସ୍କାର । ସୂର୍ଯ୍ୟ ଦେଓଙ୍କ ‘କାଲି ପାଇଁ କାଲିର ସିନେମା’କୁ ମିଳିଛି ପୁରସ୍କାର । ଫିଲ୍ମ ‘ତାନାଜି’ ପାଇଁ ଅଜୟ ଦେବଗନଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ଚୟନ କରାଯାଇଛି ।

ସୁପରଷ୍ଟାର ସୂର୍ଯ୍ୟା ଜିତିଲେ ବେଷ୍ଟ ଆଓ୍ୱାର୍ଡ । ‘ସୁରାରାଇ ପୋଟ୍ଟ୍ରୁ’ ପାଇଁ ସୂର୍ଯ୍ୟା ଶ୍ରେଷ୍ଠ ଅଭିନେତା ଭାବେ ଘୋଷଣା କରାଯାଇଛି।

ଅପର୍ଣ୍ଣା ବାଲମୁରଲୀ (ସୁରାରାଇ ପୋଟ୍ଟ୍ରୁ) ଶ୍ରେଷ୍ଠ ଅଭିନେତ୍ରୀ । ସର୍ବଶେଷ୍ଠ ହିନ୍ଦୀ ଫିଲ୍ମ ‘ତୁଳସୀ ଦାସ ଜୁନିୟର’ । ମନୋଜ ମୁନ୍ତଶୀର ଶ୍ରେଷ୍ଠ ଗୀତିକାର
ବିଶାଲ ଭରଦ୍ୱାଜ ବେଷ୍ଟ ମ୍ୟୁଜିକ ଡାଇରେକ୍ଟର । ସିଦ୍ଧାର୍ଥ ମାଲହୋତ୍ରାଙ୍କ ‘ଶେରଶାହା’କୁ ପୁରସ୍କାର । ଭିକି କୌଶଲଙ୍କ ‘ସରଦାର ଉଦ୍ଧମ’କୁ ମିଳିଛି ପୁରସ୍କାର ।

Leave a comment