୬କେଜି ୯୦୦ ଗ୍ରାମ୍‌ ବଜ୍ରକାପ୍ତା କାତି ଜବତ

0

ଭୁବନେଶ୍ବର (ଓଡ଼ିଶା ଫାଷ୍ଟ ବ୍ୟୁରୋ): STF କବ୍ଜାରେ ବଜ୍ରକାପ୍ତା କାତି ଚୋରା ଚାଲାଣକାରୀ। ୬କେଜି ୯୦୦ ଗ୍ରାମ୍ କାତି ଜବତ। ଚୋରାଚାଲାଣକାରୀ ପ୍ରଫୁଲ୍ଲ ମଲ୍ଲିକକୁ ବାନ୍ଧିଲା ଏସ୍ଟିଏଫ୍। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବନ ବିଭାଗ ସହାୟତାରେ ବାନ୍ଧିଲା ଏସ୍ଟିଏଫ୍। ଗଞ୍ଜାମ ଜିଲ୍ଲା ରାମଗୁଡ଼ା ଗାଁରୁ ନାକମୁଣ୍ଡିଆ ରାସ୍ତା କଡରେ ଡିଲ୍ ବେଳେ ମାଡିବସିଲା ଏସ୍ଟିଏଫ୍।

Leave a comment