ଆଜି ଷ୍ଟିଲ ସିଟି ଗସ୍ତ କରିବେ ୫-ଟି ସଚିବ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ) : ରାଉରକେଲା ୧୮/୦୮: ରାଉରକେଲା ଗସ୍ତରେ ଯିବେ ୫-ଟି ସଚିବ ଭି.କେ ପାଣ୍ଡିଆନ । ଭି.କେ ପାଣ୍ଡିଆନଙ୍କ ସହ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିନିଲ କ୍ରିର୍ଷ୍ଣା, ଜାତୀୟ ସ୍ଵାସ୍ଥ୍ୟ ମିଶନ ସଚିବ ସାଳିନୀ ପଣ୍ଡିତ । ସ୍ଵତନ୍ତ୍ର ବିମାନ ଯୋଗେଁ ରାଉରକେଲା ବିମାନ ଘାଟିରେ ଅବତରଣ କରିବା ପରେ । ୨୦୨୩ରେ ରାଉରକେଲାରେ ଖେଳା ହେବାକୁ ଥିବା ପୁରୁଷ ମହିଳା ବିଶ୍ବ ହକି କପ ପାଇଁ ପ୍ରସ୍ତୁତିର କରିବେ ପରିଦର୍ଶନ ।
ବିପିୟୁଟି ପରିସରରେ ନିର୍ମାଣଧିନ ବିଶ୍ବସ୍ତରୀୟ ଦେଶର ସବୁଠାରୁ ବଡ଼ ହକି ଷ୍ଟାଡ଼ିୟମ ପରିଦର୍ଶନ କରିବା ସହ ଛେଣ୍ଡରେ ନିର୍ମାଣ ହେବାକୁ ଯାଉଥିବା ସାଇନ୍ସ ପାର୍କ ସହ ପ୍ଳାନିଟୋରିୟମ, ପାନପୋଷ ହକି ଛକରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବିଜୁ ପଟ୍ଟନାୟକ ଇନଡ଼ୋର ଷ୍ଠାଡ଼ିୟମ , ବୀର ବିର୍ଶାମୁଣ୍ଡା ଛକରେ ନିର୍ମାଣଧିନ ଅତ୍ୟାଧୁନିକ ସ୍ପୋର୍ଟ କପ୍ଳେକ ପରିଦର୍ଶନ କରିବା ସହ ସ୍ଵାସ୍ଥ୍ୟ ସେବାର ଜାଞ୍ଚ କରିବା ପାଇଁ ରାଉରକେଲା ସରକାରୀ ଡ଼ାକ୍ତରଖାନା ପରଦର୍ଶନ ରୋଗୀଙ୍କ ସହ କରିବେ କଥାବାର୍ତ୍ତା ।

Leave a comment

You cannot copy content of this page