ପୋଲ ଉପରେ ୫ ଫୁଟ ପାଣି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ରାତିରୁ କନ୍ଧମାଳ ଜିଲ୍ଲା ର ପ୍ରାୟ ସମସ୍ତ ସ୍ଥାନରେ ପ୍ରବଳ ବର୍ଷା ହେବାଦ୍ୱାରା ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କନ୍ଧମାଳ ଜିଲ୍ଲା ଚକାପାଦ ରାସ୍ତାର ବସ୍ତିଙ୍ଗିଆ ଗାଁ ନିକଟ ପୋଲ ଉପରେ ୪ରୁ ୫ ଫୁଟ୍‌ ଉଚ୍ଚରେ ବର୍ଷା ପାଣି ପ୍ରବାହିତ ହେଉଛି। ପୋଲ ଉପରେ ପାଣି ପ୍ରବାହିତ ହେଉଥିବାରୁ ଚକାପାଦ ବ୍ଲକରୁ ଟିକାବାଲି ବ୍ଲକ୍‌ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।

Leave a comment