୪ ବିଜେଡି ପ୍ରାର୍ଥୀଙ୍କ ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ

0

ଭୁବନେଶ୍ୱର: ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଦାଖଲ ହୋଇଛି । ବିଜେଡିର ୪ ପ୍ରାର୍ଥୀ ସୁଲତା ଦେଓ, ସସ୍ମିତ ପାତ୍ର, ମାନସ ମଙ୍ଗରାଜ ଓ ନିରଞ୍ଜନ ବିଶି ବିଧିବଦ୍ଧ ଭାବେ ନାମାଙ୍କନ ଦାଖଲ କରିଛନ୍ତି । ପୂର୍ବାହ୍ନ ୧୧ଟାରେ ସଚିବାଳୟ ପରିସରରେ ନାମାଙ୍କନ ଭରିଛନ୍ତି ।

ବରିଷ୍ଠ ବିଧାୟକଙ୍କ ଉପସ୍ଥିତିରେ ବିଜେଡିର ୪ଜଣ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିଥିବା ନେଇ ଜଣାପଡ଼ିଛି ।

Leave a comment