କଟକରୁ ୩ ବନ୍ଧୁକ ବେପାରୀ ଗିରଫ ରାଜ୍ୟ By ଓଡିଶା ଫାଷ୍ଟ ବ୍ୟୁରୋ On Nov 16, 2021 0 Share Home Latest Related Posts ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ପରଲୋକ Mar 22, 2025 ରାଜ୍ୟ କ୍ୟାବିନେଟ ବୈଠକରେ ୧୦ଟି ପ୍ରସ୍ତାବକୁ… Mar 22, 2025 କଟକରୁ ୩ ବନ୍ଧୁକ ବେପାରୀ ଗିରଫ: ୫ ବନ୍ଧୁକ ଓ ୩୦ଟି ଗୁଳି ଜବତ LatestLeadingଅପରାଧ By Sambad Last updated Nov 16, 2021 ସେୟାର କଟକ: କଟକରୁ ପୁଣି ଗିରଫ ହେଲେ ବନ୍ଧୁକ ବେପାରୀ। ୫ଟି ବନ୍ଧୁକ ଓ ୩୦ଟି ଗୁଳି ସହିତ ୩ ଜଣଙ୍କୁ ଗିରଫ କରିଛି ଲାଲବାଗ ଥାନା ପୁଲିସ। ଭୁବନେଶ୍ଵରରୁ କଟକ ସହରରେ ବନ୍ଧୁକ ବେପାର କରିବାକୁ ଆଣୁଥିବା ସମୟରେ ଏମାନଙ୍କୁ ଲାଲବାଗ ଥାନା ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ନାଁ ମିଲନ, ଜିତୁ ଓ କାଳିଆ। ମିଲନ ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଛି। ତିନି ଜଣଙ୍କ ବିରୋଧରେ ପୂର୍ବରୁ ଅନେକ ଅପରାଧିକ ମାମଲା ରହିଛି। ମିଲନ ବିରୋଧରେ ଏନଏସଏ ମଧ୍ୟ ଲାଗିଛି। ତେବେ ଚଳିତ ବର୍ଷ ୬୯ ରୁ ଉର୍ଦ୍ଧ୍ବ ବନ୍ଧୁକ ଜବତ କରାଯାଇଥିବା ବେଳେ ୩୦ ଜଣଙ୍କୁ ଗିରଫ କରାଯାଇଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂହ। 3aarestState 0 Share FacebookTwitterGoogle+ReddItWhatsAppPinterestEmail
କଟକରୁ ୩ ବନ୍ଧୁକ ବେପାରୀ ଗିରଫ: ୫ ବନ୍ଧୁକ ଓ ୩୦ଟି ଗୁଳି ଜବତ LatestLeadingଅପରାଧ By Sambad Last updated Nov 16, 2021 ସେୟାର କଟକ: କଟକରୁ ପୁଣି ଗିରଫ ହେଲେ ବନ୍ଧୁକ ବେପାରୀ। ୫ଟି ବନ୍ଧୁକ ଓ ୩୦ଟି ଗୁଳି ସହିତ ୩ ଜଣଙ୍କୁ ଗିରଫ କରିଛି ଲାଲବାଗ ଥାନା ପୁଲିସ। ଭୁବନେଶ୍ଵରରୁ କଟକ ସହରରେ ବନ୍ଧୁକ ବେପାର କରିବାକୁ ଆଣୁଥିବା ସମୟରେ ଏମାନଙ୍କୁ ଲାଲବାଗ ଥାନା ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ନାଁ ମିଲନ, ଜିତୁ ଓ କାଳିଆ। ମିଲନ ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଛି। ତିନି ଜଣଙ୍କ ବିରୋଧରେ ପୂର୍ବରୁ ଅନେକ ଅପରାଧିକ ମାମଲା ରହିଛି। ମିଲନ ବିରୋଧରେ ଏନଏସଏ ମଧ୍ୟ ଲାଗିଛି। ତେବେ ଚଳିତ ବର୍ଷ ୬୯ ରୁ ଉର୍ଦ୍ଧ୍ବ ବନ୍ଧୁକ ଜବତ କରାଯାଇଥିବା ବେଳେ ୩୦ ଜଣଙ୍କୁ ଗିରଫ କରାଯାଇଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂହ।