୨ ଲୋକସଭା ଓ ୭ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେଡି ବାକିଥିବା ୨ ଲୋକସଭା ଓ ୭ ବିଧାନସଭା ପ୍ରାର୍ଥୀଙ୍କ ନାମ ଆଜି ସନ୍ଧ୍ୟାରେ ଘୋଷଣା କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ତାଲିକା ଘୋଷଣା କରିଛନ୍ତି ।

ବିଜେଡିର ୨ ଲୋକସଭା ପ୍ରାର୍ଥୀ ହେଲେ:

ଢେଙ୍କାନାଳ: ମହେଶ ସାହୁ

କେନ୍ଦୁଝର: ଚନ୍ଦ୍ରାଣୀ ମୂର୍ମୁ

ବିଜେଡିର ୭ ବିଧାନସଭା ପ୍ରାର୍ଥୀମାନେ ହେଲେ:

ଭୁବନେଶ୍ୱର ମଧ୍ୟମ: ଅନନ୍ତ ନାରାୟଣ ଜେନା

ଭୁବନେଶ୍ୱର ଉତ୍ତର: ସୁଶାନ୍ତ କୁମାର ରାଉତ

ଖଣ୍ଡପଡା: ସୌମ୍ୟ ରଞ୍ଜନ ପଟ୍ଟନାୟକ

କୋରେଇ: ଅଶୋକ ବଳ

ପଲ୍ଲାହଡା: ମୁକେଶ ପାଲ

ଯାଜପୁର: ପ୍ରଣବ ପ୍ରକାଶ ଦାସ

ଆଠମଲ୍ଲିକ: ରମେଶ ଚନ୍ଦ୍ର ସାଇ

Leave a comment