୧୩୦ ଆସନ ହାତେଇବାକୁ ବିଜେଡ଼ି ର ପ୍ରଶିକ୍ଷଣ ଶିବିର ଆରମ୍ଭ ଦେଖନ୍ତୁ ଭିଡ଼ିଓ

0

କୌଣସି ମୁହୂର୍ତ୍ତରେ ଘୋଷଣା ହୋଇପାରେ ସାଧାରଣ ନିର୍ବାଚନ ତାରିଖ । ତେଣୁ ଦଳ ସଭାପତିଙ୍କ ଠାରୁ ମିଳିଲାଣି ନିର୍ଦ୍ଦେଶ । ପ୍ରତି ପଞ୍ଚାୟତର ତିଆରି କର ଶଙ୍ଖ ସପକ୍ଷବାଦୀଙ୍କ ତାଲିକା ।

ଘରେ ଘରେ ମାର ଶଙ୍ଖ ପୋଷ୍ଟର । ମନା କଲେ କାରଣ ପଚାରି ବୁଝ । ଯଦି କିଛି ମନମାଳିନ୍ୟ ଅଛି ତାହା ଦୁର କରିବାକୁ ପ୍ରୟାସ କର । ସେଥିପାଇଁ ପ୍ରତିଦିନ ଚାରୋଟି ନିର୍ବାଚନ ମଣ୍ଡଳୀର ୪ଜଣ କର୍ମୀଙ୍କୁ ପ୍ରଶିକ୍ଷଣ ଦିଆଯାଉଛି ।

Leave a comment