ପଢନ୍ତୁ, ୧୧୨ ବିଧାନସଭା ଆସନରେ ଜୟଯୁକ୍ତ ହୋଇଥିବା ବିଜେଡି ପ୍ରାର୍ଥୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୧୧୨ ବିଧାନସଭା ଆସନରେ ଜୟଯୁକ୍ତ ହୋଇଥିବା ବିଜେଡି ପ୍ରାର୍ଥୀମାନେ ହେଲେ:

* ୧. ଖୋର୍ଦ୍ଧା : ଜିତୁ ମିତ୍ର(ବିଜେଡ଼ି)

* ୨. ବେଗୁନିଆ : ରାଜେନ୍ଦ୍ର ସାହୁ(ବିଜେଡ଼ି)

* ୩. ଚିଲିକା : ପ୍ରଶାନ୍ତ ଜଗଦେବ(ବିଜେଡ଼ି)

* ୪. ଭୁବନେଶ୍ୱର(ମଧ୍ୟ) : ଅନନ୍ତ ନାରାୟଣ ଜେନା (ବିଜେଡ଼ି)

* ୫. ଭୁବନେଶ୍ୱର(ଏକାମ୍ର) : ଅଶୋକ ପଣ୍ଡା (ବିଜେଡ଼ି)

* ୬. ଜୟଦେବ : ଅରବିନ୍ଦ ଢ଼ାଲି(ବିଜେଡ଼ି)

* ୭. ଭୁବନେଶ୍ୱର ଉତ୍ତର : ସୁଶାନ୍ତ ରାଉତ (ବିଜେଡ଼ି)

* ୮. କାକଟପୁର: ତୁଷାରକାନ୍ତି ବେହେରା(ବିଜେଡ଼ି)

* ୯. ଗୋପାଳପୁର : ପ୍ରଦୀପ ପାଣିଗ୍ରାହୀ(ବିଜେଡ଼ି)

* ୧୦. ଚିକିଟି : ଶ୍ରୀମତୀ ଉଷା ଦେବୀ(ବିଜେଡ଼ି)

* ୧୧. ଦିଗପହଣ୍ଡି : ସୂର୍ଯ୍ୟନାରାୟଣ ପାତ୍ର(ବିଜେଡ଼ି)

* ୧୨. ତିର୍ତ୍ତୋଲ: ବିଷ୍ଣୁ ଚରଣ ଦାସ(ବିଜେଡ଼ି)

* ୧୩. ଲାାଞ୍ଜିଗଡ : ପ୍ରଦୀପ ଦିଶାରି(ବିଜେଡ଼ି)

* ୧୪. ଜୁନାଗଡ : ଦିବ୍ୟଶଙ୍କର ମିଶ୍ର(ବିଜେଡ଼ି)

* ୧୫. ଧର୍ମଗଡ : ମହୋଷଧି ବାଗ(ବିଜେଡ଼ି)

* ୧୬. ନୂଆପଡା : ରାଜେନ୍ଦ୍ର ଢ଼ୋଲକିଆ(ବିଜେଡ଼ି)

* ୧୭. ନର୍ଲା : ଭୂପିନ୍ଦର ସିଂ(ବିଜେଡ଼ି)

* ୧୮. ପାରାଦ୍ୱୀପ: ସମ୍ବିତ ରାଉତରାୟ(ବିଜେଡ଼ି)

* ୧୯. ଛତ୍ରପୁର : ସୁବାସ ଚନ୍ଦ୍ର ବେହେରା(ବିଜେଡ଼ି)

* ୨୦. ବ୍ରହ୍ମପୁର : ବିକ୍ରମ କୁମାର ପଣ୍ଡା(ବିଜେଡ଼ି)

* ୨୧. ଗୋପାଳପୁର : ପ୍ରଦୀପ ପାଣିଗ୍ରାହୀ(ବିଜେଡ଼ି)

* ୨୨. ନିଆଳି: ଡ. ପ୍ରମୋଦ କୁମାର ମଲ୍ଲିକ(ବିଜେଡ଼ି)

* ୨୩. ଦିଗପହଣ୍ଡି : ସୂର୍ଯ୍ୟନାରାୟଣ ପାତ୍ର(ବିଜେଡ଼ି)

* ୨୪. ବଡ଼ମ୍ବା: ଦେବୀପ୍ରସାଦ ମିଶ୍ର(ବିଜେଡ଼ି)

* ୨୫. ବାଙ୍କୀ: ଦେବୀରଞ୍ଜନ ତ୍ରିପାଠୀ(ବିଜେଡ଼ି)

* ୨୬. ଆଠଗଡ଼: ରଣେନ୍ଦ୍ର ପ୍ରତାପ ସ୍ୱାଇଁ(ବିଜେଡ଼ି)

* ୨୭. ଚୌଦ୍ୱାର କଟକ: ସୌଭିକ୍ ବିଶ୍ୱାଳ(ବିଜେଡ଼ି)

* ୨୮. କଟକ ସଦର: ଚନ୍ଦ୍ରସାରଥୀ ବେହେରା(ବିଜେଡ଼ି)

* ୨୯. ଖଣ୍ଡପଡ଼ା: ସୌମ୍ୟରଞ୍ଜନ ପଟ୍ଟନାୟକ(ବିଜେଡ଼ି)

* ୩୦: କେନ୍ଦ୍ରାପଡ଼ା: ଶଶୀଭୂଷଣ ବେହେରା(ବିଜେଡ଼ି)

* ୩୧. ଆଳି: ପ୍ରତାପ କେଶରୀ ଦେବ(ବିଜେଡ଼ି)

* ୩୨. ରାଜନଗର: ଧ୍ରୁବଚରଣ ସାହୁ(ବିଜେଡ଼ି)

* ୩୩. ମହାକାଳାପଡ଼ା: ଅତନୁ ସବ୍ୟସାଚୀ ନାୟକ(ବିଜେଡ଼ି)

* ୩୪. ମାହାଙ୍ଗା: ପ୍ରତାପ ଜେନା(ବିଜେଡ଼ି)

* ୩୫. ସାଲେପୁର: ପ୍ରଶାନ୍ତ ବେହେରା(ବିଜେଡ଼ି)

* ୩୬. ଚିତ୍ରକୋଣ୍ଡା: ପୂର୍ଣ୍ଣଚନ୍ଦ୍ର ବାକା(ବିଜେଡ଼ି)

* ୩୭. ଡାବୁଗାଁ: ମନୋହର ରାନ୍ଧାରି(ବିଜେଡ଼ି)

* ୩୮. ଝରିଗାଁ: ପ୍ରକାଶ ଚନ୍ଦ୍ର ମାଝୀ(ବିଜେଡ଼ି)

* ୩୯. ନବରଙ୍ଗପୁର: ସଦାଶିବ ପ୍ରଧାନୀ(ବିଜେଡ଼ି)

* ୪୦. କୋଟପାଡ଼: ଶ୍ରୀମତୀ ପଦ୍ମିନୀ ତିଆନ(ବିଜେଡ଼ି)

* ୪୧. ଗୁଣୁପୁର: ରଘୁନାଥ ଗମାଙ୍ଗ(ବିଜେଡ଼ି)

* ୪୨. ପଟ୍ଟାଙ୍ଗି: ପ୍ରୀତମ୍ ପାଢ଼ୀ(ବିଜେଡ଼ି)

* ୪୩. ଲକ୍ଷ୍ମୀପୁର: ପ୍ରଭୁ ଜାନୀ(ବିଜେଡ଼ି)

* ୪୪. ବିଷମ କଟକ: ଜଗନ୍ନାଥ ସାରକା(ବିଜେଡ଼ି)

* ୪୫. କୋରାପୁଟ: ରଘୁନାଥ ପଢ଼ାଲ୍(ବିଜେଡ଼ି)

* ୪୬. ଭଟଲି: ସୁଶାନ୍ତ ସିଂ(ବିଜେଡ଼ି)

*୪୭. ବ୍ରଜରାଜନଗର: କିଶୋର ମହାନ୍ତି(ବିଜେଡ଼ି)

* ୪୮. ଝାରସୁଗୁଡ଼ା: ନବକିଶୋର ଦାସ(ବିଜେଡ଼ି)

* ୪୯. ପଦ୍ମପୁର: ବିଜୟ ରଞ୍ଜନ ସିଂ ବରିହା(ବିଜେଡ଼ି)

* ୫୦. ଅତାବିରା: ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ(ବିଜେଡ଼ି)

* ୫୧. ବିଜେପୁର: ନବୀନ ପଟ୍ଟନାୟକ(ବିଜେଡ଼ି)

* ୫୨. ବରଗଡ଼: ଦେବେଶ ଆଚାର୍ଯ୍ୟ(ବିଜେଡ଼ି)

* ୫୩. ଟିଟିଲାଗଡ଼: ଶ୍ରୀମତୀ ଟୁକୁନି ସାହୁ(ବିଜେଡ଼ି)

* ୫୪. ପାଟଣାଗଡ଼: ସରୋଜ ମେହେର(ବିଜେଡ଼ି)

* ୫୫. ବୀରମହାରାଜପୁର: ପଦ୍ମନାଭ ବେହେରା(ବିଜେଡ଼ି)

* ୫୬. ସୋନପୁର: ନିରଞ୍ଜନ ପୂଜାରୀ(ବିଜେଡ଼ି)

* ୫୭. ବୌଦ୍ଧ: ପ୍ରଦୀପ ଅମାତ(ବିଜେଡ଼ି)

* ୫୮. ଭଞ୍ଜନଗର: ବିକ୍ରମ କେଶରୀ ଆରୁଖ(ବିଜେଡ଼ି)

* ୫୯. ବାଲିଗୁଡ଼ା: ଚନ୍ଦ୍ରମଣି କଅଁର(ବିଜେଡ଼ି)

* ୬୦. ଫୁଲବାଣୀ: ଅଙ୍ଗଦ କଅଁର(ବିଜେଡ଼ି)

* ୬୧. ଜି.ଉଦୟଗିରି: ସାଲୁଗା ପ୍ରଧାନ(ବିଜେଡ଼ି)

* ୬୨. କଣ୍ଟାମାଳ: ମହୀଧର ରଣା(ବିଜେଡ଼ି)

* ୬୩. ଦଶପଲ୍ଲା: ରମେଶ ଚନ୍ଦ୍ର ବେହେରା(ବିଜେଡ଼ି)

* ୬୪. ରାଉରକେଲା: ଶାରଦା ନାୟକ(ବିଜେଡ଼ି)

* ୬୫. ରଘୁନାଥପଲ୍ଲୀ: ସୁବ୍ରତ ତରାଇ(ବିଜେଡ଼ି)

* ୬୬. ହିଞ୍ଜିଳି: ନବୀନ ପଟ୍ଟନାୟକ(ବିଜେଡ଼ି)

* ୬୭. ପୋଲସରା: ଶ୍ରୀକାନ୍ତ ସାହୁ(ବିଜେଡ଼ି)

* ୬୮. ଆସ୍କା: ଶ୍ରୀମତୀ ମଂଜୁଳା ସ୍ୱାଇଁ(ବିଜେଡ଼ି)

* ୬୯. କବିସୂର୍ଯ୍ୟନଗର: ଶ୍ରୀମତୀ ଲତିକା ପ୍ରଧାନ (ବିଜେଡ଼ି)

* ୭୦. ଖଲ୍ଲିକୋଟ: ସୂର୍ଯ୍ୟମଣି ବୈଦ୍ୟ(ବିଜେଡ଼ି)

* ୭୧. ସୋରଡ଼ା: ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ(ବିଜେଡ଼ି)

* ୭୨. ରେଢ଼ାଖୋଲ: ରୋହିତ ପୂଜାରୀ(ବିଜେଡ଼ି)

* ୭୩. ଛେଣ୍ଡିପଦା: ସୁଶାନ୍ତ ବେହେରା(ବିଜେଡ଼ି)

* ୭୪. ଆଠମଲ୍ଲିକ: ରମେଶ ଚନ୍ଦ୍ର ସାଏ(ବିଜେଡ଼ି)

* ୭୫. ବାଲିକୁଦା-ଏରସମା: ରଘୁନନ୍ଦନ ଦାସ(ବିଜେଡ଼ି)

* ୭୬. କୁଚିଣ୍ଡା: କିଶୋର ନାଏକ(ବିଜେଡ଼ି)

* ୭୭. ଚମ୍ପୁଆ: ଶ୍ରୀମତୀ ମୀନାକ୍ଷୀ ମହାନ୍ତ(ବିଜେଡ଼ି)

* ୭୮. କରଞ୍ଜିଆ: ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ୍ (ବିଜେଡ଼ି)

* ୭୯. ଘଷିପୁରା: ବଦ୍ରିନାରାୟଣ ପାତ୍ର(ବିଜେଡ଼ି)

* ୮୦. ତେଲକୋଇ: ପ୍ରେମାନନ୍ଦ ନାୟକ(ବିଜେଡ଼ି)

* ୮୧. ଆନନ୍ଦପୁର: ଭାଗିରଥୀ ସେଠୀ(ବିଜେଡ଼ି)

* ୮୨. ପାଟଣା: ଜଗନ୍ନାଥ ନାଏକ(ବିଜେଡ଼ି)

* ୮୩. ପାଲଲହଡ଼ା: ମୁକେଶ କୁମାର ପାଲ (ବିଜେଡ଼ି)

* ୮୪. ତାଳଚେର: ବ୍ରଜକିଶୋର ପ୍ରଧାନ(ବିଜେଡ଼ି)

* ୮୫. ଅନୁଗୁଳ: ରଜନୀକାନ୍ତ ସିଂ(ବିଜେଡ଼ି)

* ୮୬. ଢ଼େଙ୍କାନାଳ: ସୁଧୀର ସାମଲ(ବିଜେଡ଼ି)

* ୮୭. ପରଜଙ୍ଗ: ନୃସିଂହ ଚରଣ ସାହୁ(ବିଜେଡ଼ି)

* ୮୮. ହିନ୍ଦୋଳ: ଶ୍ରୀମତୀ ସୀମାରାଣୀ ନାୟକ(ବିଜେଡ଼ି)

* ୮୯. କାମାକ୍ଷାନଗର: ପ୍ରଫୁଲ୍ଲ କୁମାର ମଲ୍ଲିକ(ବିଜେଡ଼ି)

* ୯୦. ମୋରଡ଼ା: ରାଜକିଶୋର ଦାସ(ବିଜେଡ଼ି)

* ୯୧. ବାଙ୍ଗିରିପୋଷି: ସୁଦାମ ମାରାଣ୍ଡି(ବିଜେଡ଼ି)

* ୯୨. ପିପିଲି: ପ୍ରଦୀପ ମହାରଥୀ(ବିଜେଡ଼ି)

* ୯୩. ନୟାଗଡ଼: ଅରୁଣ କୁମାର ସାହୁ(ବିଜେଡ଼ି)

* ୯୪. ସତ୍ୟବାଦୀ: ଉମାକାନ୍ତ ସାମନ୍ତରାୟ(ବିଜେଡ଼ି)

* ୯୫. ରଣପୁର: ସତ୍ୟନାରାୟଣ ପ୍ରଧାନ(ବିଜେଡ଼ି)

* ୯୬. ରେମୁଣା: ସୁଧାଂଶୁ ପରିଡ଼ା(ବିଜେଡ଼ି)

* ୯୭. ଜଳେଶ୍ୱର: ଅଶ୍ୱିନୀ ପାତ୍ର(ବିଜେଡ଼ି)

* ୯୮. ଭୋଗରାଇ: ଅନନ୍ତ ଦାସ(ବିଜେଡ଼ି)

* ୯୯. ବସ୍ତା: ନିତ୍ୟାନନ୍ଦ ସାହୁ(ବିଜେଡ଼ି)

* ୧୦୦. ଚାନ୍ଦବାଲି: ବ୍ୟୋମକେଶ ରାୟ(ବିଜେଡ଼ି)

* ୧୦୧. ଭଣ୍ଡାରିପୋଖରୀ: ପ୍ରଫୁଲ୍ଲ ସାମଲ (ବିଜେଡ଼ି)

* ୧୦୨. ସୋର: ପର୍ଶୁରାମ ଧଡ଼ା(ବିଜେଡ଼ି)

* ୧୦୩. ସିମୁଳିଆ: ଜ୍ୟୋତିରଂଜନ ପାଣିଗ୍ରାହୀ (ବିଜେଡ଼ି)

* ୧୦୪. ଭଦ୍ରକ: ସଞ୍ଜୀବ ମଲ୍ଲିକ(ବିଜେଡ଼ି)

* ୧୦୫. ବାସୁଦେବପୁର: ବିଷ୍ଣୁବ୍ରତ ରାଉତରାୟ (ବିଜେଡ଼ି)

* ୧୦୬. ଯାଜପୁର: ପ୍ରଣବ ପ୍ରକାଶ ଦାସ(ବିଜେଡ଼ି)

* ୧୦୭. କୋରେଇ: ଅଶୋକ କୁମାର ବଳ (ବିଜେଡ଼ି)

* ୧୦୮. ସୁକିନ୍ଦା: ପ୍ରୀତିରଞ୍ଜନ ଘଡ଼େଇ(ବିଜେଡ଼ି)

* ୧୦୯. ବିଝାଂରପୁର: ଶ୍ରୀମତୀ ପ୍ରମିଳା ମଲ୍ଲିକ (ବିଜେଡ଼ି)

* ୧୧୦. ବରୀ: ଶ୍ରୀମତୀ ସୁନନ୍ଦା ଦାସ(ବିଜେଡ଼ି)

* ୧୧୧. ବଡ଼ଚଣା: ଅମର ପ୍ରସାଦ ଶତପଥୀ (ବିଜେଡ଼ି)

* ୧୧୨. ଧର୍ମଶାଳା: ପ୍ରଣବ କୁମାର ବଳବନ୍ତରାୟ (ବିଜେଡ଼ି)

Leave a comment

You cannot copy content of this page