ନିୟମ ନ ମାନିଲେ 100 ଟଙ୍କା ଫାଇନ୍‌

0

ଓଡିଶା ଫାଷ୍ଟ(  ବ୍ୟୁରୋ) :  ଏକାମ୍ର କ୍ଷେତ୍ରରେ କଡ଼ାକଡ଼ି ହେଲା ନିୟମ। ପାନ, ଗୁଟଖା ଓ ମାଦକ ଦ୍ରବ୍ୟ ସେବନ କରି ପ୍ରଭୁ ଲିଙ୍ଗରାଜ ମନ୍ଦିର ଭିତରେ ପ୍ରବେଶ କରିବା ଉପରେ ରୋକ ଲାଗିବ। ନିୟମ ନ ମାନିଲେ ଉଲ୍ଲଂଘନକାରୀ ଗଣିବେ 100 ଟଙ୍କା ଫାଇନ। ଆସନ୍ତା  15 ତାରିଖରୁ ନିୟମ କଡ଼ାକଡ଼ି ଲାଗୁ l ଅନେକ ସମୟରେ ପାନ, ଗୁଟଖା ଓ ମାଦକ ଦ୍ରବ୍ୟ ସେବନ କରି ମନ୍ଦିର ଭିତରେ ପ୍ରବେଶ କରୁଥିବାରେ ଦେଖିବାକୁ ମିଳୁଛି। ଯାହାକୁ ନେଇ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେଉଛି।

Leave a comment