ସକାଳୁ ଉଠିବା ପରେ ରୋଷେଇ ଘରେ ଭୁଲରେ ମଧ୍ୟ ଏହି ଗୋଟେ ଜିନିଷ ଦେଖନ୍ତୁ ନାହିଁ
ସକାଳୁ ଉଠିବା ପରେ ରୋଷେଇ ଘରର ଏହି ଜିନିଷ ଭୁଲରେ ବି ଦେଖନ୍ତୁ ନାହିଁ। ଅଥବା ରାହୁ କେତୁଙ୍କର ପ୍ରଭାବରେ ଅନିଷ୍ଟ ହୋଇଯିବ ଏବଂ ଘର ପରିବାର ଉପରେ ଆସିଯାଏ ଗରିବ। ରୋଷେଇ ଘରକୁ ଘରର ମୁଖ୍ୟ ଅଙ୍ଗ କୁହାଯାଏ। ଯଦି ଘର ଶରୀର ଅଟେ ତେବେ ରୋଷେଇକୁ ତାର ଆ-ତ୍ମା ମାନାଯାଏ। ରୋଷେଇ ଘର ଯଦି ବାସ୍ତୁଦୋଷ ଉତ୍ପନ ହୁଏ ତେବେ, ଏହାର ପ୍ରଭାବ ପରିବାର ଉପରେ ପଡ଼ିଥାଏ। ଏଥି ପାଇଁ ବାସ୍ତୁ ଶାସ୍ତ୍ରରେ ରୋଷେଇ ଘରକୁ ସବୁଠାରୁ ଅଧିକ ମହତ୍ତ୍ୱ ଦିଆଯାଇଛି। ରୋଷେଇ ଘରକୁ ସକାଳେ ପ୍ରବେଶ କରିବା ସମୟରେ କିଛି ଜିନିଷ ଦେଖିବା ଉଚିତ ନୁହେଁ। ତା ସହିତ ଏମିତି କିଛି କାମ ଅଛି ଯାହା ସକାଳେ ଉଠିବା ପରେ ରୋଷେଇ ଘରେ କରିବା ଉଚିତ ନୁହେଁ। ଏମିତି କରିଲେ ମା ଅର୍ଣ୍ଣପୁର୍ଣ୍ଣା ରାଗିଥାନ୍ତି ଏବଂ ତାଙ୍କ କୁପ୍ରଭାବ ଆପଣଙ୍କ ଉପରେ ଏବଂ ଆପଣଙ୍କ ପରିବାର ଉପରେ ପଡ଼ିଥାଏ। ଯାହା ଦ୍ବାରା ଘରର ଅଭାବ ଦେଖାଦେଇଥାଏ। ତା’ସହିତ ଘରର ପରିବାର ଲୋକଙ୍କ ମଧ୍ୟରେ ଝ-ଗ-ଡା ବି-ଶ୍ୱା-ସଘା-ତ ଭୋଳି ବାତାବରଣ ସୃଷ୍ଟି ହୋଇଥାଏ। ରୋଷେଇ ଘରର ଦିଗ ଠିକ ହେବା ଦରକାର। ଜଦି ରୋଷେଇ ଘର ଭୁଲ ଦିଗରେ ରୁହେ ଏହାବି ବାସ୍ତୁଦୋଷ ସୃଷ୍ଟି କରିଥାଏ। ତାସହିତ ରୋଷେଇ ଘରେ ଜଳ ଏବଂ ଅଗ୍ନିର ଦିଗ ବି ଠିକ ହେବା ଉଚିତ। କାରଣ ରୋଷେଇ ଘରକୁ ସମ୍ପୂର୍ଣ ପରିବାରର ସ୍ବାସ୍ଥ୍ୟ ସହିତ ଜଡ଼ି ହୋଇ ରହିଥାଏ। ଯଦି ରୋଷେଇ ଘରେ ବାସ୍ତୁଦୋଷ ସୃଷ୍ଟି ହୁଏ ଏବଂ ଏହାର ପ୍ରଭାବ ପରିବାର ଲୋକଙ୍କ ଉପରେ ପଡ଼ିଥାଏ। ବାସ୍ତୁ ଅନୁସାରେ ରୋଷେଇ ଘରେ ସକା-ରା-ତ୍ମ-କ ଏବଂ ନକା-ରା-ତ୍ମ-କ ଦୁଇ ପ୍ରକାରର ଶକ୍ତି ଥାଏ। ଯାହାର ସନ୍ତୁଳନ ବନେଇ ରଖିବା ଉଚିତ। ଯଦି ରୋଷେଇ ଘରେ ଆପଣ ଆଇନା ବା ଦର୍ପଣ ରଖୁଛନ୍ତି ତାହେଲେ ଏହା ଅତ୍ୟନ୍ତ ଅଶୁଭ ମାନାଯାଇଥାଏ। ଏଥି ଦ୍ୱାରା ଘରେ ନକା-ରା-ତ୍ମ-କ ଶକ୍ତି ବଢିଥାଏ ଏବଂ ଦୁଃଖ ବଢିଥାଏ। ଏବଂ ତା ସହିତ ରୋଷେଇ ଘରେ ପୁଜା ଘର ରହିବା ଉଚିତ ନୁହେଁ। କାରଣ ରୋଷେଇ ଘରେ ଅନେକ ଥର ଦୁର୍ଗନ୍ଧ ବି ବାହାରିଥାଏ। ଏବଂ ରୋଷେଇ ଘରେ ମାଛ,ମାଂସ ରନ୍ଧା ଯାଇଥାଏ। ଯାହା ଯାହା ପୁଜା ଘରର ସକା-ରା-ତ୍ମ-କ ଶକ୍ତି ଉପରେ ପ୍ରଭାବ ପକାଇଥାଏ। ଆସନ୍ତୁ ଆଜି ଆମେ ଏହି ପୋଷ୍ଟରେ ଜଣେଇବୁ ରୋଷେଇ ଘରେ ସକାଳୁ ସକାଳୁ କଣ ଦେଖିବା ଉଚିତ ନୁହେଁ ଏବଂ କେଉଁ କାମ କରିବା ଉଚିତ ନୁହେଁ। ରୋଷେଇ ଘରକୁ ସର୍ବଦା ଘରର ଅଗ୍ନି କୋଣରେ ରହିବା ଦରକାର। ଅର୍ଥାତ ଦକ୍ଷିଣ ପୂର୍ବ ଦିଗ ମଧ୍ୟରେ ଏହି ଦିଗକୁ ଅଗ୍ନିର ଦିଗ ମାନାଯାଏ। ଏହି ସ୍ଥାନରେ ବନା ଯାଇଥିବା ରୋଷେଇ ଘର ବହୁତ ଭଲ ବୋଲି କୁହାଯାଇଥାଏ। ଯଦି ଏହି ସ୍ଥାନରେ ବନେଇବା ସମ୍ଭବ ନହୁଏ ତାହେଲେ ଉତର ପଶ୍ଚିମ କୋଣରେ ବନେଇ ପାରିବେ। ସର୍ବଦା ଆପଣ ମନେ ରଖନ୍ତୁ କି ଦକ୍ଷିଣ ପୂର୍ବ ଦିଗରେ ହୋଇଥିବା ରୋଷେଇ ଘର ସର୍ବଉତ୍ତମ ମାନାଯାଇଥାଏ। ସକାଳେ ଉଠିବା ପରେ ରୋଷେଇ ଘରେ ଦେଖନ୍ତୁ ନାହିଁ ଏହି ଜିନିଷ। ବନ୍ଧୁଗଣ ରୋଷେଇ ଘର ମା ଅର୍ଣପୁର୍ଣାଙ୍କ ଚିତ୍ର ନିଶ୍ଚିତ ରହିବା ଦରକାର ଏବଂ ମହିଳା ମାନେ ସକାଳେ ଉଠି ନଗାଧୋଇ ରୋଷେଇ ଘରେ କିଛିବି କାମ ଆରମ୍ଭ କରିବା ଉଚିତ ନୁହେଁ। ଏମିତି କରିବା ଅନୁଚିତ ବୋଲି ମାନାଯାଇଅଛି। ମହିଳାମାନେ ଗାଧୋଇ ମା ଅର୍ଣ୍ଣପୁର୍ଣ୍ଣାଙ୍କ ନମସ୍କାର କରି ରୋଷେଇ ଘରେ କାମ କରିବା ଆବଶ୍ୟକ। ଏମିତି କରିବା ଦ୍ବାରା ମା ଅର୍ଣ୍ଣପୁର୍ଣ୍ଣାଙ୍କ କୃପା ବନି ରହିଥାଏ ଏବଂ ଘରେ ସୁଖ ସମୃଦ୍ଧି ଆସିଥାଏ। ସକାଳେ ଉଠିବା ସଙ୍ଗେ ସଙ୍ଗେ ଯଦି ରୋଷେଇ ଘରକୁ ଯାଉଛନ୍ତି ତେବେ ଚାକୁ ଛୁ-ରୀ ଭୋଳି ଜିନିଷ ଦେଖିବା ଉଚିତ ନୁହେଁ। ଏହି ଜିନିଷ ନକା-ରା-ତ୍ମ-କ ଶକ୍ତି ବଢ଼ାଇ ଥାଏ। ସକାଳୁ ସକାଳୁ ଏହି ଜିନିଷକୁ ଦେଖିବା ଦ୍ବାରା ବ୍ୟକ୍ତିଙ୍କ ଉପରେ ନକା-ରା-ତ୍ମ-କ ପ୍ରଭାବ ପଡ଼ିଥାଏ ଏବଂ ଘରେ ଅଶାନ୍ତିର ବାତାବରଣ ବଢ଼ିଥାଏ। ଏଥିପାଇଁ ସକାଳୁ ଉଠିବା ପରେ ରୋଷେଇ ଘରେ ଚା-କୁ ଛୁ-ରୀ ଦେଖନ୍ତୁ ନାହିଁ। ଯଦି ପ୍ରତିଦିନ ହୋଇଥାଏ ଏହି ଜିନିଷ ତାହେଲେ ବ୍ୟକ୍ତିକୁ ବୁଝିଯିବା ଦରକାର ଯେ, ବ୍ୟକ୍ତି ପାଖକୁ ଗରିବ ଆସିବାକୁ ଯାଉଛି। ଯଦି ସକାଳୁ ସକାଳୁ ଆପଣ ରୋଷେଇ ଘରେ ଏହି ଜିନିଷ ହେବାର ଦେଖନ୍ତି ତାହେଲେ ସାବଧାନ ହୋଇଯାଆନ୍ତୁ। ଯେମିତି ବାରମ୍ବାର କ୍ଷୀର ପଡ଼ିଯିବା, ତେଲ ପଡ଼ିଯିବା, ଖାଇବାରେ ଲୁଣ ଅଧିକ ପଡ଼ିବା, ଗରମ ତେଲ ବା ନି-ଆଁରେ ହାତ ଜ-ଳି-ବା ଯଦି ଏମିତି ବାରମ୍ବାର ହୋଇଥାଏ ତେବେ ଆପଣଙ୍କୁ ବୁଝିଯିବା ଦରକାର ଘରେ ବାସ୍ତୁଦୋଷ ଅଛି। ଘରେ ନକା-ରା-ତ୍ମ-କ ଶକ୍ତି ଅଧିକ ମାତ୍ରାରେ ବଢ଼ି ଯାଇଛି। ଏଥିରୁ ବଞ୍ଚିବା ପାଇଁ ଆପଣଙ୍କୁ କିଛି ଉପାୟ କରିବା ଆବଶ୍ୟକ।
ଜ୍ୟୋତିଷରେ କୁହାଯାଇଛି ଯେ, ଭୋଜନ କେବେବି ପଶ୍ଚିମ ଦିଗକୁ ମୁହଁ କରି ବନେଇବା ଭଲ ନୁହେଁ। ଏମିତି କରିବା ଦ୍ବାରା ଘରର ଲୋକମାନଙ୍କର ଶରୀରର ହାଡର ରୋଗ ହୋଇଥାଏ। ଉତର ଦିଗକୁ ମୁହଁ କରିବି ଭୋଜନ ବନେଇବାର ନାହିଁ ଯେଉଁ ଘରେ ଏମିତି ହୋଇଥାଏ ସେହି ଘରେ ସବୁବେଳେ ଧନକୁ ଜ-ଡ଼ି-ତ ସମସ୍ୟା ଲାଗି ରହିଥାଏ। ତଥା ସେହି ଘରର ଲୋକମାନଙ୍କୁ ବ୍ୟପାରର ଲସ ହୋଇଥାଏ। ଦକ୍ଷିଣ ଓ ପଶ୍ଚମି ଦିଗକୁ ମୁହଁ କରି ଭୋଜନ କରିବାର ଭୁଲରେ ତ ଆପଣ କେବେବି ଜୀ-ବ-ନରେ କରିବେ ନାହିଁ। ଯଦି କିଏ ଏମିତି କରୁଛି ତାହେଲେ ସେ ଘରର ସବୁ ସୁଖ ଶାନ୍ତି ଭ-ଙ୍ଗ ହୋଇଯାଏ। ଆଉ ସେହି ଘର ସବୁବେଳେ ଲଢେଇ ଝ-ଗ-ଡା ହୋଇଥାଏ। ଯଦି ଆପଣଙ୍କ ରୋଷେଇ ଘରର ଝରକା ପୂର୍ଵ ଦିଗକୁ ଅଛି ତାହେଲେ ଏହାକୁ ସବୁଠାରୁ ଶୁଭ ବୋଲି ମାନାଯାଏ। ତା ସହିତ ଏହି ଘରେ କେବେବି ଅନ୍ନ ଏବଂ ଧନର ଅଭାବ ହୋଇନଥାଏ।ରୋଷେଇ ଘରେ ସର୍ବଦା ପୂର୍ଵ ଦିଗକୁ ମୁହଁ କରି ରୋଷେଇ କରିବା ବହୁତ ଶୁଭ ହୋଇଥାଏ।