ରାତି ୧୨ ପରେ ଶୋଉଥିବା ଲୋକ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ ! ଆପଣଙ୍କ ହୋସ ଉଡିଯିବ
ବନ୍ଧୁଗଣ, ଯେଉଁ ଲୋକମାନେ ରାତି ୧୨ ଟା ପରେ ଶୋଊଛନ୍ତି ସେମାନେ ଏହି କଥା ପ୍ରତି ବିଶେଷ ଭାବରେ ଧ୍ୟାନ ଦିଅନ୍ତୁ । ସାଧାରଣତ ରାତି ୧୨ ଟା ପରେ ଯେଉଁ ମାନେ ଶୋଇଥାନ୍ତି ସେମାନେ ସକାଳେ ସାଧାରଣତ ଡେ-ରି ରେ ଉଠିଥାନ୍ତି । ସେମାନଙ୍କୁ ସବୁ ଲୋକ ଅଳସୁଆ ପ୍ରକୃତି ର କହିଥାନ୍ତି । ଏହା ଦ୍ଵାରା ତାଙ୍କ କାମ ରେ ଫୋକସ ରହିନଥାଏ । ସକାଳୁ ଜଲ୍ଦି ଉଠିବା ଏକ ଉତ୍ତମ ଅଭ୍ୟାସ ହୋଇଥାଏ । ଏହା ସହିତ ରାତିରେ ଜଲ୍ଦି ଶୋଇବା ମଧ୍ୟ ଉତ୍ତମ ଅଭ୍ୟାସ ହୋଇଥାଏ । ଏହା ଆମ୍ଭ ପରମ୍ପରା କୁ ମଧ୍ୟ ବୁଝାଇଥାଏ ।ମାତ୍ର ବିଜ୍ଞାନ ଅନୁସାରେ ରାତିରେ ଜଲ୍ଦି ଶୋଊଥିବା ଲୋକଙ୍କ ତୁଳନାରେ ରାତିରେ ଡେରି ରେ ଶୋଉଥିବା ଲୋକଙ୍କ ବୌଦ୍ଧିକ କ୍ଷମତା ଅଧିକ ହୋଇଥାଏ । ଏହା ବିଜ୍ଞାନ ଦ୍ଵାରା ପରୀକ୍ଷିତ ଅଟେ । ବହୁତ ରିସର୍ଜ ରୁ ଏହା ପ୍ରମାଣିତ ହୋଇଛି ଯେ ଜଲ୍ଦି ଶୋଇ ଜଲ୍ଦି ଉଠୁଥିବା ଲୋକମାନେ ଆଶାବାଦୀ ହୋଇଥାନ୍ତି । ଏହା ସହିତ ବହୁତ ପଜେଟିଭ ହୋଇଥାନ୍ତି । ଏମାନେ ସୂର୍ଯ୍ୟ ଙ୍କ ଆଲୋକ ରେ ବହୁତ ଆକ୍ଟିଭ ରହିଥାନ୍ତି । ଏହି ଅଭ୍ୟାସ ଇଛାଶକ୍ତି ବଢାଇଥାଏ । ଏହା ସହିତ ନିଷ୍ପତ୍ତି ନେବାରେ ସାହାର୍ଯ୍ୟ କରିଥାଏ । ଏଣୁ ଜଲ୍ଦି ଶୋଇ ଜଲ୍ଦି ଉଠିବା ସମସ୍ତ କ୍ଷେତ୍ରରେ ଉଚିତ ହୋଇଥାଏ । ଏହା ଏକ ଉତ୍ତମ ଅଭ୍ୟାସ ବୋଲି ଗ୍ରହଣ କରାଯାଇଅଛି । ଆପଣ ନିଜ ନୀତିଦିନ ଶୋଇବା ସ୍ଥିତି କୁ ସଠିକ କରନ୍ତୁ । ମାତ୍ର ଅଧିକ ରାତି ପର୍ଯ୍ୟନ୍ତ ନ ଶୋଇ ଯେଉଁମାନେ ଅନିଦ୍ରା ରହୁଛନ୍ତି ସେମାନେ ନିଜ କାର୍ଯ୍ୟ ରେ ବ୍ୟସ୍ତ ରହି ଅଧିକ ରାତି ପର୍ଯ୍ୟନ୍ତ ଶୋଇ ନଥାନ୍ତି । ଦୁନିଆର କୌଣସି କାର୍ଯ୍ୟ ଏମାନେ ଭଲ ଭାବରେ କରି ପାରନ୍ତି ନାହିଁ । ଏହାର କାରଣ ସେମାନେ ଲେଟ ରେ ସୋଇଥାନ୍ତି । ଏହା ଫଳରେ ଲେଟ ରେ ଉଠିଥାନ୍ତି । ଏଣୁ ତାଙ୍କର କୌଣସି କାର୍ଯ୍ୟ ସଠିକ ଭାବରେ ହୋଇ ନଥାଏ । ବିଜ୍ଞାନ ଅନୁଯାୟୀ କେତେକ ରିସର୍ଜ ରେ ଏହା ଦେଖାଯାଇଅଛି ଯେ ଅଧିକ ରାତି ପର୍ଯ୍ୟନ୍ତ ସୋଇନଥିବା ବ୍ୟକ୍ତିଙ୍କ ଠାରେ ଷ୍ଟ୍ରେସ ହରମୋନ ବଢିବାରେ ଲାଗିଥାଏ । ଏହି ଲୋକ ମାନେ ସମସ୍ତ କାର୍ଯ୍ୟ ପ୍ରତି ଆଗରୁ ସଜାଗ ରହିଥାନ୍ତି ।