ରାତିରେ ଶୋଇବା ପୂର୍ବରୁ ପାଦ ତଳେ ଘିଅ ଭଲଭାବେ ମାଲିସ କରନ୍ତୁ

ଆୟୁର୍ବେଦରେ ଘିଅ ଖାଇବା ଶରୀର ପାଇଁ ବେଶ୍ ଫାଇଦାଯୁକ୍ତ ହୋଇଥାଏ। ଘିଅ ଖାଇବା ଶରୀର ପାଇଁ ଲାଭଦାୟକ। ଘିଅ ଖାଇବା ଦ୍ବାରା ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ଯ ଭଲ ରହିଥାଏ। ଆୟୁର୍ବେଦ ଅନୁସାରେ ଘିଅରେ ଔଷଧୀୟ ଗୁଣର ଭଣ୍ଡାର ରହିଥାଏ। ରାତିରେ ଶୋଇବା ପୂର୍ବରୁ ପାଦ ତଳେ ଘିଅ ମାଲିସ କରିବା ଫାଇଦାଯୁକ୍ତ ହୋଇଥାଏ। ଆସନ୍ତୁ ଜାଣିବା ଏହାର ଫାଇଦା ବିଷୟରେ…
ତେଣୁ ପାଦରେ ଘିଅ ଘଷିବା ପୂର୍ବରୁ ଏହାକୁ ହାଲକା ଭାବେ ଉଷୁମ କରିଦିଅନ୍ତୁ। ଶୋଇବା ପୂର୍ବରୁ ଘିଅକୁ ହାଲକା ଭାବେ ଗରମ କରି ପାଦ ତଳେ ମାଲିସ କରନ୍ତୁ।
ଏମିତି କରିବା ଦ୍ବାରା ଗଣ୍ଠି ଯନ୍ତ୍ରଣା ଦୂର ହେବା ସହିତ ଘୁଙ୍ଘୁଡି ମାରିବା ସମସ୍ଯା ମଧ୍ୟ ଦୂର ହୋଇଥାଏ। ରାତିରେ ବାରମ୍ବାର ବାରମ୍ବାର ନିଦ ଭାଙ୍ଗିବା ସମସ୍ଯାରୁ ମଧ୍ୟ ମୁକ୍ତି ମିଳିଥାଏ।ପାଚନ ଜନିତ ସମସ୍ଯା, ହାକୁଟି ମାରିବା ସମସ୍ଯା କୋଷ୍ଠକାଠିନ୍ଯ ସମସ୍ଯା ମଧ୍ୟ ଦୂର ହୁଏ।
ପାଦ ତଳେ ଘିଅ ମାଲିସ କରିବା ଦ୍ବାରା ବାତଦୋଷ କମ୍ ହୋଇଥାଏ ଏବଂ ବ୍ଲୋଟିଂ ସମସ୍ଯା ମଧ୍ୟ ଦୂର ହୁଏ।