ରାତିରେ କାହିଁକି କାନ୍ଦିଥାନ୍ତି କୁକୁର ? କଣ ସତରେ ତାଙ୍କୁ ଦେଖାଯାଏ ଭୁତ

0

ବନ୍ଧୁଗଣ, ଯେତେବେଳେ ମନୁଷ୍ୟ ଧୋକା ଦେଇଥାଏ, ତେବେ ସେ କୁକୁର କୁ ନିଶ୍ଚିତ ରୂପରେ ମାନେ ପକାଇଥାଏ । ମାତ୍ର ଆପଣ କଣ ଜାଣିଛନ୍ତି ଯେ କୁକୁର ନାନଙ୍କର କାନ୍ଦିବା ମଧ୍ୟ ମନୁଷ୍ୟ ସହିତ ଜଡିତ ହୋଇ ରହିଥାଏ । ଆସନ୍ତୁ ଜାଣିବା କାହିଁକି କାନ୍ଦିଥାଏ କୁକୁର ? ଏହି ଦୁନିଆରେ କୁକୁର ଙ୍କୁ ସବୁଠାରୁ ବିଶ୍ଵସ୍ଥ ଜୀବ ମାନଯାଇଅଛି । କୁହାଯାଇଅଛି ଯେ ମନୁଷ୍ୟ ଆପଣଙ୍କ ସହିତ ବିଶ୍ଵାସ ଘା-ତ-କ କରିଲେ ମଧ୍ୟ କୁକୁର ଥରେ ଯାହାଙ୍କ ରୋଟି ଖାଇଥାନ୍ତି ଜୀବନ ଥିବା ପର୍ଯ୍ୟନ୍ତ ତାହା ସହିତ କେବେ ହେଲେ ଧୋ-କା କରି ନଥାଏ ।

ନା ହିଁ ତାକୁ କା-ମୁ-ଡି ଥାଏ । କୁକୁର ମାନଙ୍କର ବିଶ୍ଵସ୍ଥ ହେତୁ ଏମାନଙ୍କୁ ଅଧିକ ଲୋକେ ଘରେ ପାଳିବାକୁ ଭଲ ପାଇଥାନ୍ତି । ମାତ୍ର ବିଲେଇ ମଧ୍ୟ ପାଳିତ ପଶୁ ଅଟେ ଏବଂ ଅଧିକ ଲୋକେ ବିଲେଇ ପାଳିବାକୁ ମଧ୍ୟ ଭଲ ପାଇଥାନ୍ତି । କିନ୍ତୁ ବିଲେଇ କେବେ କାହାରି ବିଶ୍ଵସ୍ଥ ହୋଇ ନଥାନ୍ତି । ଆପଣଙ୍କୁ ଭାରୋଷା ନ ଆସିଲେ ଆପଣ ଏହା ପରୀକ୍ଷା କରି ଦେଖି ନିଅନ୍ତୁ । ଆପଣ କୌଣସି କୁକୁର କୁ ଥରେ ଖାଇବାକୁ ଦିଅନ୍ତୁ ସେ ସବୁଦିନ ଆପଣଙ୍କ ଆଗରେ ନିଜ ଲାଞ୍ଜ ହଲେଇବ । ମାତ୍ର ଗୋଟିଏ ବିଲେଇ କୁ ଆପଣ କ୍ଷୀର ପିଇବାକୁ ଦିଅନ୍ତୁ ଏବଂ ତାହାର ପରଦିନ ତାକୁ ଗା-ଳି ଦିଅନ୍ତୁ ସେ ନିଶ୍ଚିତ ଆପଣଙ୍କୁ କା-ମୁ-ଡି-ବା-କୁ ବାହାରିବ । ମାତ୍ର କୁକୁର ଏଭଳି ଆଚରଣ କରିବ ନାହିଁ । କୁକୁର ମନୁଷ୍ୟ ର ପ୍ରକୃତ୍ତ ବନ୍ଧୁ ହୋଇଥାନ୍ତି ଏବଂ ତାଙ୍କର ଆଚରଣ ଭଲ ଭାବରେ ବୁଝିଥାନ୍ତି । ଆପଣ ଜାଣିଛନ୍ତି କି କୁକୁର ମାନେ ରାତିରେ କେଉଁ କାରଣ ପାଇଁ ଭୋକିଥାନ୍ତି ଏବଂ କୁକୁର ମାନଙ୍କ ରାତିରେ ଭୋକିବାକୁ ନେଇ ଅଶୁଭ ବୋଲି କାହିଁକି କୁହାଯାଇଥାଏ ।

ବଡ ଲୋକଙ୍କ ଅନୁଯାୟୀ ରାତିରେ ଯଦି କୁକୁର କାନ୍ଦିଥାଏ ତେବେ, ସେ କାହାର ମୃ-ତ୍ୟୁ ହେବାର ସଙ୍କେତ ଦେଇଥାଏ । ଏହା ସୂଚନା ଦେଇଥାଏ ଯେ ଆମ୍ଭ ପରିବାରରେ ନିଜ ଲୋକଙ୍କ ମୃ-ତ୍ୟୁ ହେବାକୁ ଯାଉଅଛି । ଏହା ସହିତ ବହୁତ ଲୋକଙ୍କ ମତ ଅନୁଯାୟୀ କୁକୁର ପ୍ରେ-ତ-ଆ-ତ୍ମା କୁ ଦେଖି ପାରନ୍ତି । ତାଙ୍କର ଅବସ୍ଥିତି ସେମାନେ ପୂର୍ବରୁ ଅନୁଭବ କରିଥାନ୍ତି । ଏହିଭଳି ସ୍ଥିତିରେ ଯଦି ଆପଣ ରାତି ସମୟରେ କୁକୁର କାନ୍ଦ ଶୁଣିଥାନ୍ତି ତେବେ ଏହାର ଅର୍ଥ ଏହାକୁ ପ୍ରେ-ତା-ତ୍ମା ସହିତ ଯୋଡ଼ା ଯାଇଥାଏ । ମାତ୍ର ଯଦି ଆମ୍ଭେ ବୈଜ୍ଞାନିକ ଦୃଷ୍ଟି କୋଣରୁ ଦେଖିବା ତେବେ କୁକୁର ବିଲୁଆ ର ଏକ ପ୍ରଜାତି ଅଟନ୍ତି ଏଣୁ ସେମାନେ ବିଲୁଆ ପରି ବୋବାଇ ଥାନ୍ତି ଅଥବା କାନ୍ଦିଥାନ୍ତି । ବିଲୁଆ ଯେମିତି ପରସ୍ପର କୁ ଦେଖି ସୂଚନା ଦେଇଥାନ୍ତି । ଠିକ ସେହିଭଳି କୁକୁର ନିଜ ଭାଷା କୁ ପରସ୍ପର କୁ ପହଞ୍ଚାଇବା ନିମନ୍ତେ କାନ୍ଦିବାର ସ୍ଵର ଲଗାଇଥାନ୍ତି ।

Leave a comment