ଯଦି ଏହି ସବୁ ଲକ୍ଷଣ ଦେଖା ଦେଉଛି , ତେବେ ଶିଘ୍ର କରେଇ ନିଅନ୍ତୁ କ-ରୋ-ନା ଟେଷ୍ଟ

0

ଭାରତରେ କରୋନା ମହାମାରୀ ଏହି ସମୟରେ ହଇଚଇ ସୃଷ୍ଟି କରିଛି। ଦେଶରେ କ-ରୋ-ନା ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି | କ-ରୋନାର ଦ୍ୱିତୀୟ ତରଙ୍ଗ ଏଥର ଭାରତର ପ୍ରଥମ ତରଙ୍ଗ ଅପେକ୍ଷା ଅଧିକ କ୍ଷତି କରୁଛି | କରୋନା ରୋଗୀମାନେ ମଧ୍ୟ ଏହି ସମୟରେ ଦେଶରେ ଅମ୍ଳଜାନ ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆମେ ଆପଣଙ୍କୁ କହିବୁ ଯେ ଏଥର କ-ରୋ-ନା ଜୀବାଣୁ ଆପଣଙ୍କ ଫୁସଫୁସକୁ ସିଧାସଳଖ କ୍ଷତି ପହଞ୍ଚାଉଛି। ବାରମ୍ବାର ଏପରି ଘଟଣା ଘଟିଥାଏ ଯେଉଁଥିରେ କ-ରୋ-ନାର ଲକ୍ଷଣ ଦେଖାଯିବା ପୂର୍ବରୁ 25% ଲୋକଙ୍କର ଫୁସଫୁସ ପ୍ରଭାବିତ ହୋଇଥିଲା | ଏହି ମାମଲା ମଧ୍ୟ ବହୁତ ଭୟଭୀତ ଅଟେ |ତେବେ ଏବେକା ସମୟରେ ଦିନକୁ ଦିନ କ-ରୋ-ନା ଅଧିକରୁ ଅଧିକ ମାରାତ୍ମକ ହୋଇ ହୋଇ ଜାଉଛି । ତେବେ ଡାକ୍ତରଙ୍କ ମତରେ ଯଦି ଆପଣଙ୍କ ଦେହରେ ଏହି ସବୁ ଲକ୍ଷଣ 2ରୁ 3 ଦିନ ପର୍ଯ୍ୟନ୍ତ ଲାଗି ରହୁଛି , ତେବେ ଆପଣଙ୍କୁ ଶିଘ୍ର ଟେଷ୍ଟ କରାଇବାର ଆବଶ୍ୟକ ରହିଛି । ଏହି ପୋଷ୍ଟରେ ଆମେ ଆପଣଙ୍କୁ ସେହି ସବୁ ଲକ୍ଷଣ ବିଷୟରେ କହିବୁ , ଯାହା ଆପଣଙ୍କ ପାଖରେ ଯଦି ଦେଖା ଦେଇଥାଏ , ତେବେ ଶିଘ୍ର ଆପଣଙ୍କୁ ଟେଷ୍ଟ କରାଇବା ଆବଶ୍ୟକ ।
ତେବେ ପ୍ରଥମେ ଜାଣି ରଖନ୍ତୁ ଯେ ସାଧାରଣ ଥଣ୍ଡା ଜ୍ୱରର ଜାହା ଲକ୍ଷଣ କ-ରୋ-ନାର ବି ଲକ୍ଷଣ ବିଲକିଲ ସମାନ । କ-ରୋ-ନାର ସାଧାରଣ ଲକ୍ଷଣ ମଧ୍ୟରେ ଶୁଖିଲା କାସ , କ୍ଳାନ୍ତ ଲାଗିବା ଓ ଜ୍ୱର ହେବା ହେଉଛି ପ୍ରାଥମିକ ଲକ୍ଷଣ । ଏହାକୁ ଛାଡିଲା ଅନ୍ୟ କିଛି ଲକ୍ଷଣ ରହିଛି ଜାହା ସମସ୍ତଙ୍କ ପାଖରେ ଦେଖା ଦିଏନି , ଯେମିତିକି ମୁଣ୍ଡ ବିନ୍ଧା , ତଣ୍ଟି ଦରଜ , ପତଳା ଝାଡା , ସ୍ୱାଦ ନ ଲାଗିବା ଭଳି ଆହୁରି ଦୁଇ 3 ଟି ଲକ୍ଷଣ ରହିଛି ।

ଯଦି ଉପରୋକ୍ତ ଲକ୍ଷଣ ମଧ୍ୟରୁ କୌଣସି ଲକ୍ଷଣ ଆପଣଙ୍କ ଶରୀରରେ ଦୁଇରୁ 3 ଦିନ ପର୍ଯ୍ୟନ୍ତ ଲାଗି ରହୁଛି , ତେବେ ଆପଣ 104 ସରକାରୀ କୋ-ଭି-ଡ ସହାୟତା ନମ୍ୱରକୁ କଲ କରି ଡାକ୍ତରଙ୍କ ସହ ପରାମର୍ଶ ନେଇ ଟେଷ୍ଟ କରାଇ ପାରିବେ । ସହୁଠୁ ବଡ କଥା ହେୁଛି ଯଦି ଏହି ପରି ସମୟରେ ଆପଣଙ୍କୁ ଜ୍ୱର କିମ୍ୱା ଥଣ୍ଡା ହେଉଛି , ତେବେ ଏହା କରୋନାର ଲକ୍ଷଣ ହୋଇପାରେ ।

ନିଜକୁ ଓ ନିଜ ପରିବାରଙ୍କୁ ସୁରକ୍ଷୀତ ରଖିବା ପାଇଁ , ଆପଣ ପ୍ରଥମେ ନିଜକୁ ଆସୋଲେସନ ବା ପୃଥକ କରି ରଖନ୍ତୁ । ଯଦି ଏହା ସାଧାରଣ ଥଣ୍ଡା ଜ୍ୱର ହୋଇଥାଏ , ତେବେ ଏହା 2 ରୁ 4 ଦିନରେ ଭଲ ହୋଇଯିବ ।ଯଦି 3 ରୁ 4 ଦିନ ଥମ୍ଡା ଜ୍ୱର ଲାଗି ରୁହେ ତେବେ କରୋନା ଟେଷ୍ଟ ନିଶ୍ଚୟ କରାଇ ନିଅନ୍ତୁ ।

Leave a comment