ବୈବାହିକ ଜୀବନରେ ସବୁବେଳେ ଦୁଃଖ ପାଆନ୍ତି ଏହି ୨ ଟି ନାମର ଝିଅ

0

ବିବାହ ହେଉଛି ଏମିତି ଏକ ପବିତ୍ର ବନ୍ଧନ ଯାହା ଦ୍ଵାରା ପୁଅ ଏବଂ ଝିଅ ଅଧ୍ୟରେ ସାତ ଜନ୍ମ ର ସାଥୀ ହୋଇଥାଏ । କିଛି ଦାମ୍ପତ୍ୟ ଜୀବନରେ ଅନେକ ସମୟରେ କଳହ ଏବଂ ଝଗଡ଼ା ଦେଖା ଯାଇଥାଏ । ସ୍ଵାମୀ ଓ ସ୍ତ୍ରୀ ଉଭୟଙ୍କ ମଧ୍ୟ ରେ ବିଶ୍ଵାସ ଓ ପ୍ରେମ ରହିବା ନିହାତି ଜରୁରୀ ହୋଇଥାଏ, କିନ୍ତୁ କିଛି ଦାମ୍ପତ୍ୟ ଜୀବନରେ ଏ ସବୁର କମି ଦେଖାଯାଏ । କିଛି ପୁରୁଷ ମାନେ ନିଜ ସ୍ତ୍ରୀଙ୍କର ସାଥ ମଧ୍ୟ ଦିଅନ୍ତି ନାହିଁ କି କିଛି ସ୍ତ୍ରୀ ମାନେ ମଧ୍ୟ ପୁରୁଷ ମାନଙ୍କ ସାଥ ଦିଅନ୍ତି ନାହିଁ । ଆଜି କାଲି ଏହିପରି ଭାବରେ ଅନେକ ପରିବାର ମଧ୍ୟ ଉଜୁଡ଼ି ଯାଉଛି।ବହୁତ ସ୍ତ୍ରୀ ମାନେ ଅଛନ୍ତି ଯୋଉମାନେ ନିଜ ସ୍ବାମୀ ଙ୍କ କଥା ମାନନ୍ତି ନାହିଁ, ବିନା କାରଣରେ ନିଜ ସ୍ଵାମୀଙ୍କ ସହ ଝଗଡା କରିବା ସହ ତାଙ୍କ ଉପରେ ଚିଡି ଚିଡି ହୋଇଥାନ୍ତି । ଯାହା ଦ୍ୱାରା ଦାମ୍ପତ୍ୟ ଜୀବନରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ଏମିତି ଦୁଇଟି ଅକ୍ଷର ଥିବା ଝିଅ ଙ୍କ ନାମ ବିଷୟରେ କହିବୁ ଯେଉଁ ମାନେ ନିଜର ସ୍ବାମୀଙ୍କ ସାଥ୍ ଦେଇ ନ ଥାନ୍ତି ଯାହା ପାଇଁ ସେହି ନାରୀ ମାନେ ଜୀବନ ସାରା ଦୁଃଖ ପାଇଥାନ୍ତି ।

ପ୍ରଥମେ ହେଉଛି K ନାମର ଝିଅ ମାନେ । k ନାମରୁ ଆରମ୍ଭ ହେଉଥିବା ଝିଅ ମାନଙ୍କ ରାଗ ଅଧିକ ଥାଏ ଏବଂ ଏମାନଙ୍କ ସ୍ଵାମୀ ଜଦି କୌଣସି କାମ ତାଙ୍କୁ ନ ଜଣାଇ କରିଥାନ୍ତି ସେହି ସମୟରେ ଏମାନେ ଅଧିକ ରାଗି ଯାଇଥାନ୍ତି । ଏବଂ ଏହି ସ୍ଵଭାବ ପାଇଁ ଏମାନେ ନିଜ ସ୍ଵାମୀ ଉପରେ ସବୁବେଳେ ବିରକ୍ତ ହୋଇଥାନ୍ତି, ଯାହା ପାଇଁ ଏମାନଙ୍କ ଦାମ୍ପତ୍ୟ ଜୀବନରେ ସବୁବେଳେ କଳହ ଓ ଝଗଡ଼ା ଲାଗି ରହିଥାଏ । ଦ୍ୱିତୀୟ ରେ ହେଉଛି P ନାମର ଝିଅ ମାନେ । P ନାମର ଝିଅ ମାନଙ୍କର ଜୀବନରେ ନିଶ୍ଵାସ ନେବା ଯେତିକି ଜରୁରୀ ହୋଇଥାଏ, ପ୍ରେମ କରିବା ସେତିକି ଜରୁରୀ ମଧ୍ୟ ହୋଇଥାଏ । P ନାମର ଝିଅ ମାନେ କୌଣସି କଥା ଉପରେ ଗୁରୁତ୍ଵ ଦିଅନ୍ତି ନାହି । ଏହି ସ୍ଵଭାବ ଯୋଗୁ ଦାମ୍ପତ୍ୟ ଜୀବନରେ ଏମାନେ ସ୍ଵାମୀଙ୍କ ସୁଖ ପାଇ ପାରନ୍ତି ନାହିଁ । ଯାହା ପାଇଁ ଏମାନାଙ୍କର ଦାମ୍ପତ୍ୟ ଜୀବନରେ ସର୍ବଦା କଳହ ଓ ଝଗଡ଼ା ଲାଗି ରହିଥାଏ । ଏମାନେ ଛୋଟ ଛୋଟ କଥାରେ ନିଜ ସ୍ଵାମୀ ଙ୍କ ସହ ଝଗଡା ଯାହା ପାଇଁ ଏମାନେ ସର୍ବଦା ଦୁଃଖରେ ରହିଥାନ୍ତି ।

Leave a comment